Jump to content

ଜି କୁମାର ନାଏକ

ଉଇକିପିଡ଼ିଆ‌ରୁ
ଜି କୁମାର ନାଏକ
ସାଂସଦ: ୧୮ଶ ଲୋକ ସଭା
Assumed office
୪ ଜୁନ ୨୦୨୪
ପୂର୍ବ ଅଧିକାରୀରାଜା ଅମରେଶ୍ୱର ନାଏକ
ନିର୍ବାଚନ ମଣ୍ଡଳୀରାଇଚୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1963-09-12) ୧୨ ସେପ୍ଟେମ୍ବର ୧୯୬୩ (ବୟସ ୬୨)
ବାଙ୍ଗାଲୋର, କର୍ଣ୍ଣାଟକ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଶୀଲା କୁଲକର୍ଣ୍ଣି (ବିବାହ: ୧୧ ନଭେମ୍ବର ୧୯୯୩)
ସନ୍ତାନ
ବାପା/ବୋଉଗୋବିନ୍ଦସ୍ୱାମୀ ନାଏକ ଟି ଏସ, ଏସ୍ ଆର୍ ଶରଦମ୍ମା

ଜି କୁମାର ନାଏକ ଜଣେ ଭାରତୀୟ ରାଜନେତା । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ କର୍ଣ୍ଣାଟକର ରାଇଚୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ସଂସଦର ତଳ ସଦନ ଲୋକ ସଭା୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[][][] ସେ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ଭାବରେ କାର୍ଯ୍ୟ କରିଛନ୍ତି ।[]

  1. "Raichur, Karnataka Lok Sabha Election Results 2024 Highlights: G. Kumar Naik Claims Victory by 22139 Votes". India Today (in ଇଂରାଜୀ). 2024-06-04. Retrieved 2024-06-04.
  2. "Raichur (ST) election results 2024 live updates: Cong's G Kumar Naik wins against BJP's Raja Amareshwara Naik". The Times of India. ISSN 0971-8257. Retrieved 2024-06-05.
  3. "Kumar Naik wins against incumbent MP Raja Amareshwar Naik in Raichur constituency". The Hindu (in Indian English). 2024-06-04. ISSN 0971-751X. Retrieved 2024-06-05.
  4. Naraboli, Ravikumar (2024-06-05). "A former IAS officer, Kumar Naik wins it for the Congress in Raichur by a comfortable margin". The Hindu (in Indian English). ISSN 0971-751X. Retrieved 2024-06-06.