ଜି. ଲକ୍ଷ୍ମୀନାରାୟଣ
ଦେଖଣା
ଜି ଲକ୍ଷ୍ମୀନାରାୟଣ | |
|---|---|
| ସାଂସଦ: ୧୮ଶ ଲୋକ ସଭା | |
| Assumed office ୨୦୨୪ | |
| ପୂର୍ବ ଅଧିକାରୀ | ତାଲାରି ରାଙ୍ଗିଆଃ |
| ନିର୍ବାଚନ ମଣ୍ଡଳୀ | ଅନନ୍ତପୁର |
| ବ୍ୟକ୍ତିଗତ ସବିଶେଷ | |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ତେଲୁଗୁ ଦେଶମ ପାର୍ଟି |
| ବୃତ୍ତି | ରାଜନେତା |
ଜି. ଲକ୍ଷ୍ମୀନାରାୟଣ ଜଣେ ଭାରତୀୟ ରାଜନେତା, ଯିଏକି ଅମ୍ବିକା ଲକ୍ଷ୍ମୀନାରାୟଣ ଭାବରେ ଜଣାଶୁଣା । ସେ ତେଲୁଗୁ ଦେଶମ ପାର୍ଟିର ପ୍ରାର୍ଥୀ ଭାବରେ ଆନ୍ଧ୍ର ପ୍ରଦେଶର ଅନନ୍ତପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨][୩]
ଆଧାର
[ସମ୍ପାଦନା]- ↑ "Election Commission of India". results.eci.gov.in. Election Commission of India. Retrieved 5 June 2024.
- ↑ "TDP Election Results LIVE: Latest Updates On Ambica G Lakshminarayana Valmiki". NDTV. Retrieved 6 June 2024.
- ↑ India Today (13 July 2024). "Businessmen | In august company" (in ଇଂରାଜୀ). Archived from the original on 7 August 2024. Retrieved 7 August 2024.