Jump to content

ଜାହିଦା ପାରବୀନ

ଉଇକିପିଡ଼ିଆ‌ରୁ
ଜାହିଦା ପାରବୀନ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୫-ଏବେଯାଏଁ
ସନ୍ତାନଗୁନଗୁନ ପାରବୀନ

ଜାହିଦା ପାରବୀନ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ଥିଫ୍ ଅଫ୍ ବାଘଦାଦ, ୟାହାଁ ମେଁ ଘର ଘର ଖେଲିପନର ବିବାହ ଆଦି ହିନ୍ଦୀ ଧାରାବାହିକରେ ଅଭିନୟ କରିବା ପାଇଁ ସେ ଜଣାଶୁଣା ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ ରାଜସ୍ଥାନର ଜୟପୁରଠାରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ପତିଙ୍କର ବିୟୋଗ ଘଟିଛି ଏବଂ ତାଙ୍କର ଜଣେ କନ୍ୟା ଅଛନ୍ତି ।[]

ଟେଲିଭିଜନ

[ସମ୍ପାଦନା]
ବର୍ଷ କାର୍ଯ୍ୟକ୍ରମ/ଧାରାବାହିକ ଭୂମିକା ଚେନାଲ୍ ମନ୍ତବ୍ୟ
୧୯୯୭ ଶକ୍ତିମାନ ନିଶା ସଲୁଜା ଡିଡି ନ୍ୟାସନାଲ
୨୦୦୦-୨୦୦୧ ଥିଫ୍ ଅଫ୍ ବାଘଦାଦ ବାଦି ଜୀ ଟିଭି
୨୦୦୨-୨୦୦୩ କମ୍ମାଲ ଶାବୋ
୨୦୦୯-୨୦୧୦ ଜ୍ୟୋତି ପଦ୍ମା ଦେବୀ ଇମାଜିନ୍ ଟିଭି
୨୦୧୦ ମାତା କୀ ଚୌକି ସଂଯୁକ୍ତା ଗୌତମ କୁମାର ସାହାରା ୱାନ୍
୨୦୧୨-୨୦୧୩ ପୁନର ବିବାହ ଗାୟତ୍ରୀ ଜୀ ଟିଭି []
୨୦୧୫-୨୦୧୬ ସିୟା କେ ରାମ ତ୍ରିଜଟା ଷ୍ଟାର ପ୍ଲସ
୨୦୧୭ ଗୁଲାମ ଗୁଲଗୁଲି ଭୀଷ୍ମ ପ୍ରତାପ ଚୌଧୁରୀ ଲାଇଫ୍ ଓକେ
୨୦୧୯ ଆପ କେ ଆ ଜାନେ ସେ ରେଖା ସିଂହ ଜୀ ଟିଭି
  1. "Zahida: Jaipur actress Zahida shoots for her next show in Kishangarh". Times of India. 9 January 2017. Retrieved 2017-11-07.
  2. Mother's Day Special on Saas Bahu Aur Betiyaan (in ଇଂରାଜୀ), 11 May 2017, retrieved 2019-08-19
  3. "Zahida Parveen quits Punar Vivaah". Hindustan Times (in ଇଂରାଜୀ). 2013-03-17. Retrieved 2019-08-19.