Jump to content

ଜାହାନାରା ଅହମ୍ମଦ

ଉଇକିପିଡ଼ିଆ‌ରୁ
ଜାହାନାରା ଅହମ୍ମଦ
ଜାତୀୟତାବାଂଲାଦେଶୀ
ବୃତ୍ତିଅଭିନେତ୍ରୀ

ଜାହାନାରା ଅହମ୍ମଦ ଜଣେ ବାଂଲାଦେଶୀ ଅଭିନେତ୍ରୀ । ସେ ମୁଖ୍ୟତଃ ବଙ୍ଗଳାଦେଶୀ ଟେଲିଭିଜନ ଧାରାବାହିକରେ କାମ କରିବା ପାଈଁ ଜଣାଶୁଣା । ୨୦୧୬ ମସିହାରେ, ସେ ବଙ୍ଗଳାଦେଶ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଏକୁଶେୟ ପଦକ ପୁରସ୍କାର ପାଇଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

୧୯୬୨ ମସିହାରେ, ସେ ବାଂଲାଦେଶ ବେତାରରେ ଯୋଗ ଦେଇଥିଲ, ଯେଉଁଥିରେ ସେ ଏ ଲାଇଭ୍ ପ୍ରୋଗ୍ରାମ୍ ଜିବୋନ୍ତିକାରେ କାମ କରିଥିଲେ । ଅଭିନୀତ ପ୍ରଥମ ରେଡିଓ ନାଟକର ନିର୍ଦ୍ଦେଶନା ଦେଇଥିଲେ କାଜି ଖାଲିକ୍ ।[] ୧୯୬୪ ମସିହାରେ, ସେ ବାଂଲାଦେଶ ଟେଲିଭିଜନର ଉଦ୍‌ଘୋଷକ ଭାବରେ ବଛାଯାଇଥିଲେ । ସେ ବିଭିନ୍ନ ଡ୍ରାମା ଓ ଟେଲିଭିଜନ ଧାରାବାହିକରେ କାମ କରିଛନ୍ତି ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
  • ଦୁଇ ଦିଗନ୍ତ (୧୯୬୪)
  • ନତୁନ ବଉ (୧୯୮୩)
  • ଚାକର (୧୯୯୨)
  • କେୟାମତ ଥେକେ କେୟାମତ (୧୯୯୩)
  • କଠିନ ସୀମାର (୨୦୦୩)

ନାଟକ/ଅଭିନୀତ ଧାରାବାହିକ

[ସମ୍ପାଦନା]
  • ପୁରନୋ ବାକ୍ସ
  • ଅସମାପ୍ତ କାହିନୀ
  • ଆମାଦେର ସନ୍ତାନେରା
  • କୁହେଲିକା
  • ଚୋଖେର ବାଲି
  • ସୁପାତ୍ରେର ସନ୍ଧାନେ
  • ସକାଲ ସନ୍ଧ୍ୟା
  • ସଂସପ୍ତକ
  • ବେଲା ଅବେଲା
  • ଶୁକତାରା (୧୯୮୮)
  • ସୈକତେ ସାରସ (୧୯୮୮)
  1. "16 named for Ekushey Padak". The Daily Star. 10 February 2016. Retrieved February 19, 2016.
  2. 1 2 Novera Deepita (November 16, 2005). "Jahanara Ahmed's four decades on small screen". The Daily Star. Archived from the original on February 25, 2016. Retrieved February 19, 2016.

ବାହାର ଲିଙ୍କ୍

[ସମ୍ପାଦନା]