ଜାପାନୀ ଲିଖନ ପ୍ରଣାଳୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଜାପାନୀ ଲିଖନ ପ୍ରଣାଳୀ , ଜାପାନୀ ଭାଷା ଲେଖିବା ପାଇଁ ବ୍ୟବହାର କରାଯାଏ । ଜାପାନୀ ଭାଷା ଚୀନା ଅକ୍ଷର କାଂଜି (漢字) ଓ ଜାପାନୀ ଅକ୍ଷର କାନା (仮名)ର ସଂଯୋଗଦ୍ୱାରା ଲେଖାଯାଏ । କାନା ଦୁଇ ପ୍ରକାରର ଅଟେ, ହିରାଗାନା (ひらがな) ଓ କାତାକାନା (カタカナ)। ଏହା ସହିତ , ରୋମାନ ଅକ୍ଷର ଅଥବା "ରୋମାଜି"(ローマ字)ର ମଧ୍ୟ ବ୍ୟବହାର ହୋଇଥାଏ ।