ଜାତୀୟ ରାଜପଥ 33 ( ଭାରତ )

ଉଇକିପିଡ଼ିଆ ରୁ
Jump to navigation Jump to search

ଜାତୀୟ ରାଜପଥ ୩୩ ( NH-33)  ) ଏକ ଭାରତୀୟ ଜାତୀୟ ରାଜପଥ । ଏହା ଫରକ୍କା ଠାରୁ ଅର୍ବଳ ଯାଏ ଯାଇଛି । ଏହି ରାଜପଥ ନୂଆ ଦିଲ୍ଲୀ , ଗ୍ବାଲିଆର , ଢୋଲପୁର , ଆଗ୍ରା ଦେଇ ଯାଇଥାଏ । ଏହି ରାଜପଥ ଉତ୍ତରପୂର୍ବ ଅଞ୍ଚଳରୁ ଉତ୍ତର ପଶ୍ଚିମ ଅଞ୍ଚଳକୁ ସଂଯୋଗ କରୁ ଥିବାରୁ ଏକ ଗୁରୁତ୍ବପୂର୍ଣ ରାଜପଥ । ଏହା କିମ୍ବଦନ୍ତୀ କଥିତ ଅସିଆ ରାଜପଥ ୪୩ର ଅଂଶ ବିଶେଷ ଥିଲା । ଏହି ଅସିଆ ରାଜପଥ ଆଗ୍ରାରୁ ଶ୍ରୀଲଙ୍କା ଦେଶର ମଟାରାକୁ ସଂଯୋଗ କରୁଥିଲା ।.[୧]

ଆଧାର ସମୂହ [ସମ୍ପାଦନା]

  1. Empty citation (help)