ଜାତୀୟ ରାଜପଥ ୭ ( ଭାରତ )

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଜାତୀୟ ରାଜପଥ ୭ ( NH-7) ଏକ ଭାରତୀୟ ରାଜପଥ ଯାହା ଭାରତର ଫାଜଳକା ସହ ମାନାକୁ ସଂଯୋଗ କରେ .।ଏହା ଭାରତୀୟ ରାଜ୍ୟ ପଞ୍ଜାବ , ଚଣ୍ଡିଗଡ , ହରିୟାନା , ହିମାଚଳପ୍ରଦେଶ ତଥା ଉତ୍ତରାଖଣ୍ଡ ଦେଇ ଯାଇଛି । ଏହି ରାଜପଥରେ ଅନେକ ହିନ୍ଦୁ ତୀର୍ଥ ସ୍ଥଳୀ , ରିଷିକେଶ , ଦେବପ୍ରୟାଗ , ରୁଦ୍ରପ୍ରୟାଗ , କରଣପରାୟଗ , ଚାମୋଲୀ , ଯୋଷିମଠ , ବଦ୍ରୀନାଥ ଥିବା ସହ ଦେହେରାଡୁନ , ଚଣ୍ଡିଗଡ ମଧ୍ୟ ରହିଛି । ତୀର୍ଥ ଯାତ୍ରୀ ମାନେ ଏହି ରାଜପଥରେ ଗୋବିନ୍ଦଘାଟ ପର୍ଯ୍ୟନ୍ତ ଯାଇ ସେଠାରୁ NH- 7 ( ବର୍ତମାନ ଅନୁସାରେ ) ଯୋଷିମଠ ଓ ବଦ୍ରୀନାଥ ଯାଇ ପାରନ୍ତି । ଏହି ରାଜପଥର କିଛି ଅଂଶ ଡିସେମ୍ବରରୁ ମାର୍ଚ ଯାଏ ବରଫପାତ ପାଇଁ ବନ୍ଦ ରହେ ।  

ଆଧାର ସମୂହ [ସମ୍ପାଦନା]

ବାହ୍ୟ ସଂଯୋଗ [ସମ୍ପାଦନା]