ଜାତୀୟ ରାଜପଥ-୨୦୩(କ)

ଉଇକିପିଡ଼ିଆ ରୁ
Jump to navigation Jump to search

National Highway 203A marker

ଜାତୀୟ ରାଜପଥ 203A
Route information
Length:49 km (୩୦ mi)
Major junctions
From:ପୁରୀ
To:ସାତପଡ଼ା
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ଜାତୀୟ ରାଜପଥ-୨୦୩(କ) ଜାତୀୟ ରାଜପଥ ୨୦୩ର ଅଂଶବିଷେଶ ଅଟେ। ୪୯ କିଲୋମିଟରର ଏହି ରାସ୍ତାଟି ପୁରୀରୁ ଆରମ୍ଭ ହୋଇ ବ୍ରହ୍ମଗିରି ଦେଇ ସାତପଡାଠାରେ ଶେଷ ହୋଇଛି। [୧]ନୂଆ ଜଗନ୍ନାଥ ସଡକ ଉକ୍ତ ରାସ୍ତାଟିକୁ ୨୦୩ନଂ ଓ ୨୨୪ନଂ ଜାତୀୟ ରାଜପଥ ସହ ସଂଯୁକ୍ତ କରୁଅଛି।

ଆଧାର[ସମ୍ପାଦନା]