ଜାଁ ପଲ, ସତ୍ରେ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଜାଁ ପଲ୍​ ସତ୍ରେ-(Jean Paul Satre)(୨୧ଜୁନ୍​ ୧୯୦୫-୧୫ ଅପ୍ରେଲ୍​ ୧୯୮୦) ଜଣେ ଫରାସୀ ଦା​ର୍ଶନିକ,ନାଟ୍ୟକାର,ଉପନ୍ୟାସକାର,ଲେଖକ,ରାଜନୀତିଜ୍ଞ ଓ ସାହିତ୍ୟ ସମାଲୋଚକ। ୧୯୬୪ରେ ନୋବେଲ୍​ ପୁରସ୍କାର ପାଇ ଫେରାଇ ଦେଇଥିଲେ,କାରଣରେ ସେ କହିଥିଲେ ଯେ,"ସେ ସର୍ବଦା ସରକାରୀ ପୁରସ୍କାରକୁ ପସନ୍ଦ କରନ୍ତି ନାହିଁ।" ତାଙ୍କ ମତରେ ଜଣେ ଲେଖକ ନିଜକୁ ଅନୁଷ୍ଠାନରେ ପରିଣତ କରିବା ପାଁଇ ଚେଷ୍ଟା କରିବା ଅନୁଚିତ।(source-wikipedia)