Jump to content

ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ଚିହ୍ନ

ଉଇକିପିଡ଼ିଆ‌ରୁ
Breakfast, lunch, dinner sign
Breakfast, lunch, and supper sign[]
ଫାଇଲ:Breakfast, lunch, dinner sign.png
Breakfast, lunch, dinner sign
ବିଭାଗDermatology
ଲକ୍ଷଣSmall bumps together[]
କାରଣInsect bites[]
ରୋଗ ନିର୍ଣ୍ଣୟ ପଦ୍ଧତିAppearance[]
ପ୍ରତିକାରEnvironment controls[]
ଔଷଧAntihistamine, steroid cream[]
PrognosisGood[]
ପୁନଃପୌନିକCommon[]

ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ଚିହ୍ନ ଏକ ଢ଼ାଞ୍ଚାକୁ ବୁଝାଏ ଯେଉଁଥିରେ କୀଟ କାମୁଡ଼ିବା ପରେ ଦେଖାଯାଉଥିବା ଚର୍ମରେ କୁଞ୍ଚିତ ଛୋଟ ଫୁଲା ଦେଖାଯାଏ ।[] ଶରୀରର ମୁଖ, ବେକ, ବାହୁ, କିମ୍ବା ଗୋଡ ପରି ଖୋଲା ଅଂଶରେ ସାଧାରଣତଃ ତିନି ରୁ ପାଞ୍ଚ ଫୁଲା ଏକା ସାଙ୍ଗରେ ଏକତ୍ର ଦେଖାଯାଏ ।[] [] କାମୁଡ଼ା ଗୋଲାପୀ ରଙ୍ଗର ଦେଖାଯାଏ, ବେଳେବେଳେ ଫୁଲା ଦ୍ୱାରା ଘେରି ରହିଥାଏ ।[]

ଏହା ପୋକ ଏବଂ ବିଛଣାରେ ରହୁଥିବା ଛାର ପୋକ ଭଳି କୀଟପତଙ୍ଗ କାମୁଡ଼ିବା ଯୋଗୁ ହୁଏ ।[] ଉଡିବାରେ ଅସମର୍ଥ, ଫ୍ଲାସ୍ ଏବଂ ଛାର ପୋକ କାମୁଡ଼ିବା ପାଇଁ ଡେଇଁପଡ଼ନ୍ତି କିମ୍ବା ଚାଲନ୍ତି, ଯାହାଦ୍ୱାରା କାମୁଡ଼ିବା ଚିହ୍ନଗୁଡିକ ଏକ ଧାଡିରେ ଦେଖାଯାଏ କିମ୍ବା କେବଳ ଏକତ୍ର ଦେଖାଯାଆନ୍ତି ।[] [] କୀଟର ଲାଳରେ ଥିବା ଏକ ଏନଜାଇମ୍ ସ୍ଥାନୀୟ ଆଲର୍ଜି ପ୍ରତିକ୍ରିୟା ସୃଷ୍ଟି କରିପାରେ, ଫଳସ୍ୱରୂପ ଏକ ବଡ ଫୁଲା ହୋଇପାରେ ।[] ଏହାର ରୂପ ଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ।[]

ଚିକିତ୍ସାରେ କୁଣ୍ଡେଇବା ବନ୍ଦ ପାଇଁ ଆଣ୍ଟିହିଷ୍ଟାମାଇନ୍ ଏବଂ ଲାଲିମା ଓ ଫୁଲା କମାଇବା ପାଇଁ ଏକ ଷ୍ଟିରଏଡ୍ କ୍ରିମ୍ ପ୍ରୟୋଗ କରାଯାଏ ।[] ପ୍ରତିଷେଧ ନିମନ୍ତେ ପରିବେଶ ମଧ୍ୟରେ କୀଟ ନିୟନ୍ତ୍ରଣ କରାଯାଏ ।[] ଏହା ସାଧାରଣ ସମସ୍ୟା ଅଟେ ।[]

  1. ୧.୦ ୧.୧ Madke, B; Nayak, C (September 2012). "Eponymous signs in dermatology". Indian dermatology online journal. 3 (3): 159–65. doi:10.4103/2229-5178.101810. PMID 23189246.{{cite journal}}: CS1 maint: unflagged free DOI (link)
  2. ୨.୦ ୨.୧ ୨.୨ Bolognia, Jean L.; Schaffer, Julie V.; Duncan, Karynne O.; Ko, Christine (2021). "55. Disorders of hyperpigmentation". Dermatology Essentials (in ଇଂରାଜୀ) (2nd ed.). Elsevier. p. 522. ISBN 978-0-323-70971-2. Archived from the original on 2023-08-11. Retrieved 2023-08-09.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ Peres, Gabriel; Yugar, Lara Buonalumi Tacito; Haddad Junior, Vidal (October 2018). "Breakfast, lunch, and dinner sign: a hallmark of flea and bedbug bites". Anais Brasileiros de Dermatologia. 93 (5): 759–760. doi:10.1590/abd1806-4841.20187384. PMID 30156636. Archived from the original on 2023-05-15. Retrieved 2023-07-31.
  4. Paller, Amy S.; Mancini, Anthony J. (2020). "18. Infestations, bites, and stings". Paller and Mancini - Hurwitz Clinical Pediatric Dermatology: A Textbook of Skin Disorders of Childhood and Adolescence (in ଇଂରାଜୀ) (6th ed.). St. Louis, Missouri: Elsevier. p. 512. ISBN 978-0-323-54988-2. Archived from the original on 2023-08-11. Retrieved 2023-08-10.
  5. Eichenfield, Lawrence F.; Frieden, Ilona J.; Mathes, Erin; Zaenglein, Andrea (25 August 2014). Neonatal and Infant Dermatology (in ଇଂରାଜୀ). Elsevier Health Sciences. p. 212. ISBN 978-1-4557-2639-4. Archived from the original on 14 August 2023. Retrieved 12 August 2023.