Jump to content

ଜନାର୍ଦ୍ଦନ ମିଶ୍ର

ଉଇକିପିଡ଼ିଆ‌ରୁ
ଜନାର୍ଦ୍ଦନ ମିଶ୍ର
ସାଂସଦ: ୧୬ଶ, ୧୭ଶ, ୧୮ଶ ଲୋକ ସଭା
Assumed office
୧୬ ମଇ ୨୦୧୪
ପୂର୍ବ ଅଧିକାରୀଦେଓରାଜ ସିଂହ ପଟେଲ
ନିର୍ବାଚନ ମଣ୍ଡଳୀରେୱା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1956-05-01) ୧ ମଇ ୧୯୫୬ (ବୟସ ୬୯)
ରେୱା, ମଧ୍ୟ ପ୍ରଦେଶ, ଭାରତ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀବିଜୟ କୁମାରୀ
ସନ୍ତାନ
ବାପା/ବୋଉରାମଧର ମିଶ୍ର (ବାପା)
ଘରହିନଉଟା, ରେୱା, ମଧ୍ୟ ପ୍ରଦେଶ

ଜନାର୍ଦ୍ଦନ ମିଶ୍ର (ଜନ୍ମ: ୧ ମଇ ୧୯୫୬; Hindi pronunciation: [d͡ʒən̪aːɾd̪ən̪ mɪʃɾaː]) ଜଣେ ଭାରତୀୟ ରାଜନେତା । ୨୦୧୪, ୨୦୧୯୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ମଧ୍ୟ ପ୍ରଦେଶର ରେୱା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ସଂସର ତଳ ସଦନ ଲୋକ ସଭାର ଯଥାକ୍ରମେ ୧୬ଶ, ୧୭ଶ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[][][]

  1. "Constituencywise-All Candidates". Eciresults.nic.in. Retrieved 2014-05-17.{{cite web}}: CS1 maint: url-status (link)
  2. "Rewa Constituency Lok Sabha Election Results 2024". Bru Times News (in ଇଂରାଜୀ).
  3. "Parliamentary Constituency 10 – REWA (Madhya Pradesh)". ECI.