ଜନର୍ଦ୍ଧନ ନାଭଲେ
ଦେଖଣା
| ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ନାମ | Janardan Gyanoba Navle | |||||||||||||||||||||||||||||||||||||||
| ବ୍ୟାଟିଂ ପ୍ରକାର | Right-hand bat (RHB) | |||||||||||||||||||||||||||||||||||||||
| ବୋଲିଂ ପ୍ରକାର | n/a | |||||||||||||||||||||||||||||||||||||||
| ଭୂମିକା | Wicket-keeper | |||||||||||||||||||||||||||||||||||||||
| ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||
| National side | ||||||||||||||||||||||||||||||||||||||||
| ପ୍ରଥମ ଟେଷ୍ଟ (cap 6) | 25 June 1932 v England | |||||||||||||||||||||||||||||||||||||||
| ଶେଷ ଟେଷ୍ଟ | 15 December 1933 v England | |||||||||||||||||||||||||||||||||||||||
| Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: [୧] | ||||||||||||||||||||||||||||||||||||||||
ଜନର୍ଦ୍ଧନ ଜ୍ଞାନୋବା ନାଭଲେ
pronunciation (help·info) (pronounced Nuw-lay) (7 ଡିସେମ୍ବର 1902-7 ସେପ୍ଟେମ୍ବର 1979 ) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ଥିଲେ ।
Career
[ସମ୍ପାଦନା]
ସେ ଭାରତର ପ୍ରଥମ ଖେଲାଯାଇଥିବା ଟେଷ୍ଟରେ ଓପନିଂ ବେତସ ମେନ ଭାବରେ ପ୍ରଥମ ବଲକୁ ସାମ୍ନା କରିବାର ଗର୍ବର ଅଧିକାରୀ । ଏହା ଏକ ଏଇତିହାସିକ ମୁହୂର୍ତ ଭାରତୀୟକ୍ରିକେଟ ପାଇଁ ଥିଲା । ସେ ଭାରତ ଦଳର ୱିକେଟ କିପର ମଧ୍ୟ ଥିଲେ । ବମ୍ବେ ଦଳ ପାଇଁ ଘରେଇ ପେଣ୍ଟାଙ୍ଗୁଳାର ତୁର୍ଣାମେଣ୍ଟରେ ସେ ୱିକେଟ କିପର ଥିଲେ । ସେ ମାତ୍ର 2ଟି ଟେଷ୍ଟ ଭାରତ ପାଇଁ ଖେଳି 44 ରନ କରିଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ପରବର୍ତ୍ତୀ ଜୀବନରେ ସେ ଚିନୀ କଳରେ ନି ରାପତ୍ତା ରକ୍ଷୀ ଭାବରେ କମ କରିଥିଲେ ଓ ନିରାଡମ୍ବର ଭାବରେ ରହୁଥିଲେ ।