Jump to content

ଜଗବନ୍ଧୁ ସିଂହ

ଉଇକିପିଡ଼ିଆ‌ରୁ
ବିଜୟ କୁମାର ରଣା
ଜନ୍ମ ଓ ଜନ୍ମସ୍ଥାନ(1876-02-15)୧୫ ଫେବୃଆରୀ ୧୮୭୬
ନିମାପଡ଼ା, ପୁରୀ
ମୃତ୍ୟୁ୧୯୪୨
ପୁରୀ
ବୃତ୍ତିସ୍ୱାଧୀନତା ସଂଗ୍ରାମୀ
ଲେଖକ
ଓକିଲ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାବ୍ରିଟିଶ ଭାରତ

ଜଗବନ୍ଧୁ ସିଂହ (୧୮୭୬ - ୧୯୪୨) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଲେଖକ ଓ ଓକିଲ ଥିଲେ । ସେ ଉତ୍କଳ ସମ୍ମିଳନୀ ସହିତ ଜଡ଼ିତ ଥିଲେ ଏବଂ ତାଙ୍କ ରଚିତ ପ୍ରାଚୀନ ଉତ୍କଳ ଓ ଶ୍ରୀ ଗାନ୍ଧି ମାହାତ୍ମ୍ୟ ପୁସ୍ତକ ଜଣାଶୁଣା ଅଟେ ।[]

ରଚନାବଳୀ

[ସମ୍ପାଦନା]
  • ଗୃହଲକ୍ଷ୍ମୀ ୧
  • ଗୃହଲକ୍ଷ୍ମୀ ୨
  • ଗୃହଲକ୍ଷ୍ମୀ ୩
  • ଗୃହଲକ୍ଷ୍ମୀ ୪
  • ଶ୍ରୀ ଗାନ୍ଧି ମାହାତ୍ମ୍ୟ[]
  • ପ୍ରାଚୀନ ଉତ୍କଳ[]
  • ଭାରତ ଚରିତାମୃତ ଭାଗ ୧
  • ଭାରତ ଚରିତାମୃତ ଭାଗ ୨

ମୃତ୍ୟୁ

[ସମ୍ପାଦନା]

୧୯୪୨ ମସିହାରେ ସେ ମୃତ୍ୟବରଣ କରିଥିଲେ ।[] ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା ।

  1. 1 2 3 "Odisha Historian Awarded On Freedom Fighter Jagabandhu Singh's Birth Anniv". Odisha Bytes. 16 February 2023. Archived from the original on 14 April 2026. Retrieved 14 April 2026.
  2. Lal, Mohan (1992). Encyclopaedia of Indian Literature: Sasay to Zorgot (in ଇଂରାଜୀ). Sahitya Akademi. ISBN 978-81-260-1221-3.