ଜଗନ୍ନାଥ ମନ୍ଦିର, ବଅଁରପାଳ
ଜଗନ୍ନାଥ ମନ୍ଦିର, ବଅଁରପାଳ | |
---|---|
Religion | |
ସମ୍ବନ୍ଧତା | Hinduism |
District | ଅନୁଗୋଳ |
Location | |
ଅବସ୍ଥିତି | ବଅଁରପାଳ |
ରାଜ୍ୟ | ଓଡ଼ିଶା |
ଦେଶ | ଭାରତ |
ଏହି ଜଗନ୍ନାଥ ମନ୍ଦିର ଅନୁଗୋଳ ଜିଲ୍ଲା, (ଓଡ଼ିଶା)ର ବଅଁରପାଳଠାରେ ଅବସ୍ଥିତ । ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା ।
ପ୍ରମୁଖ ଦେବତା[ସମ୍ପାଦନା]
ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ ।
ପାର୍ବଣ[ସମ୍ପାଦନା]
ଏଠାରେ ପୁରୀସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ସମସ୍ତ ପାର୍ବଣ ପାଳିତ ହେଉଥିଲେ ମଧ୍ୟ ରଥଯାତ୍ରା ପାଳିତ ହୋଇ ନ ଥାଏ ।