ଜଗଦାନନ୍ଦ

ଉଇକିପିଡ଼ିଆ ରୁ
Jump to navigation Jump to search
ଜଗଦାନନ୍ଦ
Jagadananda Mohanty.jpg
ଜନ୍ମ ଓ ଜନ୍ମସ୍ଥାନ
ଜାତୀୟତାଭାରତୀୟ

ଜଗଦାନନ୍ଦ, ଓଡ଼ିଶା ବର୍ତ୍ତମାନ ରାଜ୍ୟ ସୂଚନା କମିଶନର ଭାବରେ କାର୍ଯ୍ଯରତ ।[୧] ସେ, ରାଜ୍ଯ ଯୋଜନା ଆୟୋଗର ପ୍ରତିନିଧି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । [୨] ବିଗତ ବହୁ ବର୍ଷ ଧରି ସି.ୱାଇ.ଏସ୍.ଡି(ସେଣ୍ଟର ଫର ଯୁଥ୍ ଆଣ୍ଦ ସୋସିୟାଲ ଡେଭେଲପମେଣ୍ଟ) ସହିତ ଜଡିତ ରହି, ଓଡ଼ିଶାର ଗ୍ରାମୀଣ ତଥା ଆଦିବାସୀ ବହୁଳ ଅଞ୍ଚଳରେ ବହୁ ଉନ୍ନତି ମୂଳକ କାର୍ଯ୍ୟ କରିଆସୁଛନ୍ତି ।[୩]

ଆଧାର[ସମ୍ପାଦନା]