ଜଗତପୁର

ଉଇକିପିଡ଼ିଆ ରୁ
Jump to navigation Jump to search
ଜଗତପୁର
ସହର
ଜଗତପୁର is located in ଓଡ଼ିଶା
ଜଗତପୁର
ଜଗତପୁର
ଓଡ଼ିଶାରେ ଅବସ୍ଥାନ
ଅବସ୍ଥିତି: 20°28′52.32″N 86°7′3.82″E / 20.4812000°N 86.1177278°E / 20.4812000; 86.1177278
ଦେଶଭାରତ
ରାଜ୍ୟଓଡ଼ିଶା
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭାସାଲେପୁର
କ୍ଷେତ୍ରଫଳ
 • ମୋଟ km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
IST (+୫.୩୦)
ପିନ କୋଡ଼୭୫୪୦୨୧
Area code(s)+୦୬୭୧
ଗାଡ଼ି ପଞ୍ଜିକରଣOR/

ଜଗତପୁର ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ଏକ ସହର।[୧]

ଭୌଗଳିକ ଅବସ୍ଥିତି ଓ ଜଳବାୟୁ[ସମ୍ପାଦନା]

ଏହା କଟକଠାରୁ ପ୍ରାୟ ୫ କି.ମି. ଦୂରରେ ଅବସ୍ଥିତ । କଟକକେନ୍ଦ୍ରାପଡ଼ାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ କଡ଼ରେ ଏହା ଅବସ୍ଥିତ । ଏହା ଏକ ଛୋଟ ସହର ।


ସୁବିଧା ସୁଯୋଗ[ସମ୍ପାଦନା]

ଏଠାରେ ଗୋଟିଏ ସରକାରୀ ମହାବିଦ୍ୟାଳୟ,ଗୋଟିଏ ସରକାରୀ ଉଚ୍ଚବିଦ୍ୟାଳୟ ଅନେକ ଗୁଡିଏ ଛୋଟ ବଡ଼ ଶିକ୍ଷାନୁଷ୍ଠାନ ଅଛି । ଏକ ମଧ୍ୟମ ଧରଣର ସହରରେ ମିଳୁଥିବା ସୁବିଧା ସୁଯୋଗ ଯଥା ଚିକିତ୍ସା ପାଇଁ ଡାକ୍ତରଖାନା, ଥାନା, ଡାକଘର, ବ୍ୟାଙ୍କ୍, ଦମକଳ କେନ୍ଦ୍ର, ତହସିଲ୍ ଏବଂ ଅନ୍ୟାନ୍ୟ ଛୋଟବଡ଼ ସୁବିଧା ସୁଯୋଗ ଅଛି । ଏଠାରେ ବହୁତ ଗୁଡିଏ ବୈଷୟିକ କାରଖାନା ଦେଖିବାକୁ ମିଳେ ।

ଜୀବନ ଜୀବିକା[ସମ୍ପାଦନା]

ଏଠାରେ ଅଧିକାଂଶ ଲୋକ ଉଚ୍ଚଶିକ୍ଷିତ ଏବଂ ଚାକିରି ଉପରେ ନିର୍ଭର କରନ୍ତି ।

ଆଧାର[ସମ୍ପାଦନା]

ଖବରରେ[ସମ୍ପାଦନା]

  1. http://odishareporter.in/lanch-neee-giraf-hela-jagatpur-thna-asi/
  2. http://m.newshunt.com/india/oriya-newspapers/odia-pua/cuttack/jagatapura--chandabali--rastara--agragati--samparkare--dbitiya--aar--pi-di-a-si--baithaka_38381013/c-in-l-oriya-n-odia-ncat-cuttack

ବାହାର ଆଧାର[ସମ୍ପାଦନା]