ଛୁତିକିଆ

ଉଇକିପିଡ଼ିଆ ରୁ
Jump to navigation Jump to search

ସନ୍ତାନଜନ୍ମ ଯୋଗୁଁ ଜ୍ଞାତିମାନଙ୍କୁ ଲାଗିବା ଅଶୌଚ । କେତେକ ଅଞ୍ଚଳରେ ସାତଦିନରେ ମାଆ ଓ ଛୁଆଙ୍କୁ ଗାଧୋଇ ଦିଆଯାଏ । ଝିଅ ଜନ୍ମହେଲେ ୨୧ ଦିନରେ ଓ ପୁଅ ଜନ୍ମହେଲେ ୧୨ ଦିନରେ ମାଆକୁ ବାରିକିଆଣୀଦ୍ୱାରା ନଖ କଟାଇ ଅଳତା ଲଗାଇ ପରେ ମାଆ ଓ ପିଲାଙ୍କୁ ହଳଦୀ ଲଗାଇ ଗାଧୋଇ ଦିଆଯାଏ । ସେଦିନ ଘରଦ୍ୱାର ଲିପାପୋଛା ହୁଏ ଏବଂ ପରିବାରରେ ସମସ୍ତେଙ୍କର ବ୍ୟବହାର କରିଥିବା ଲୁଗାପଟା ଓ ଅନ୍ୟାନ୍ୟ ବେଡସିଟ ଆଦି କପଡା ଧୋବାଦ୍ୱାରା ସଫା କରିବା ପରେ ସମସ୍ତେ ଶୌଚ ହୁଅନ୍ତି ।

ଆଧାର[ସମ୍ପାଦନା]