Jump to content

ଛାୟା ବୋରା

ଉଇକିପିଡ଼ିଆ‌ରୁ
ଛାୟା ବୋରା
ଜନ୍ମ
ଗୁଜରାଟ, ଭାରତ
ବୃତ୍ତିଅଭିନେତା
ବୈବାହିକ-ସାଥୀଉତ୍ତାଙ୍କ ବୋରା
ପରିବାରନୀରଜ ବୋରା

ଛାୟା ବୋରା ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ଭାରତୀୟ ଟେଲିଭିଜନ ଓ କଥାଚିତ୍ରରେ କାମ କରନ୍ତି ।[] ସେ ମୁଖ୍ୟତଃ ହିନ୍ଦୀ ଓ ଗୁଜରାଟୀ କଥାଚିତ୍ର ଜଗତରେ କାମ କରନ୍ତି ।[] ସେ ଗୁଜରାଟୀ ବାଦ୍ୟଯନ୍ତ୍ର ବାଦକ ବିନାୟକରାଇ ବୋରାଙ୍କ ପୁତ୍ରବଧୂ ଅଟନ୍ତି । ବୋରା ୧୯୮୦ ଦଶକର ଶେଷ ଭାଗରେ ଗୁଜୁରାଟୀ ଥିଏଟରରୁ ତାଙ୍କର ଅଭିନୟ ଜୀବନର ଆରମ୍ଭ କରିଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

ସେ ୧୯୮୬ ମସିହାରେ ଜଣେ ଗୁଜୁରାଟୀ ଥିଏଟର କଳାକାର ଭାବରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ୨୦୧୮ ମସିହାରେ, ସେ ପ୍ରଥମ କରି ଗୁଜରାଟି କଥାଚିତ୍ର ମିଜାଜରେ କାମ କରିଥିଲେ ।[] ଏହାପରେ, ସେ ସେହିବର୍ଷ ଅନ୍ୟ ଏକ ଗୁଜରାଟି କଥାଚିତ୍ର ଚିତ୍କାରରେ କାମ କରିଥିଲେ ।[] ସେ ହିନ୍ଦୀ କଥାଚିତ୍ର ଗଙ୍ଗୁବାଇ କାଠିଆୱାଡ଼ିରେ ଗଙ୍ଗୁବାଇଙ୍କର ମାଆ ଭୂମିକାରେ ଅଭିନୟ କରିଥିଲେ ।[] ସେ ଭାରତୀୟ ଟେଲିଭିଜନ ଧାରାବାହିକ ଶୁଭାରାମ୍ଭରେ କାମ କରିଥିଲେ ।[]

  1. "Chhaya Vora Makes TV Comeback With 'Saavi Ki Savaari'".
  2. "Exclusive! Sikander Kher and Chhaya Vora roped in for Shashant Shah's next film".
  3. "There's a lot to learn from young actors, says veteran actress Chhaya Vora".
  4. "BookMyShow".
  5. Shah, Latesh (20 April 2018), Chitkar (Thriller), retrieved 2023-02-10
  6. IANS (12 February 2022). "Chhaya Vora Shares Her Experience Working With Sanjay Leela Bhansali & Alia Bhatt In Gangubai Kathiyawadi". Koimoi (in ଆମେରିକୀୟ ଇଂରାଜୀ). Retrieved 2023-02-10.
  7. "Shubharambh fame Chhaya Vora delighted as son Uroovaak gets married".

ବାହାର ଲିଙ୍କ୍

[ସମ୍ପାଦନା]