ଚୌରିଙ୍ଗି , କଲିକତା

ଉଇକିପିଡ଼ିଆ ରୁ
Jump to navigation Jump to search

ଚୌରିଙ୍ଗି
Neighbourhood in Kolkata (Calcutta)
Chowringhee skyline 2011
Chowringhee skyline 2011
Map Kolkata Chowringhee.jpg
ଅବସ୍ଥିତି: 23°48′N 88°15′E / 23.8°N 88.25°E / 23.8; 88.25Coordinates: 23°48′N 88°15′E / 23.8°N 88.25°E / 23.8; 88.25
Country ଭାରତ
StateWest Bengal
CityKolkata
Ward
  1. 46,52,61,62,63
Metro StationsEsplanade, Park Street, Maidan
Parliamentary constituencyKolkata Uttar
Assembly constituencyChowranghee
ସରକାର
 • MLANaina Bandopadhyay
ଉଚ୍ଚତା୩୬
ଜନସଂଖ୍ୟା (2001)
 • ମୋଟ୧,୫୯,୯୧୭
IST (UTC+5:30)
ପିନ କୋଡ଼700087, 700016
Area code(s)+91 33

ଚୌରିଙ୍ଗି (ଚଉରଙ୍ଗି ମଧ୍ୟ କୁହାଯାଏ ) (ବଙ୍ଗଳା: চৌরঙ্গী) ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର ରାଜଧାନୀ କଲିକତା ସହରର  କେନ୍ଦ୍ରରେ ଅବସ୍ଥିତ ଏକ ଅଞ୍ଚଳ । ଏହାର ଏକ ପାର୍ଶ୍ୱରେ ଜବାହରଲାଲ ନେହେରୁ ମାର୍ଗ ରହିଛି । ଏହା ଏକ ବ୍ୟବସାୟିକ ଅଞ୍ଚଳ ।[୧]

ବ୍ୟୁପତ୍ତି [ସମ୍ପାଦନା]

 ଏହି ନାମର ବ୍ୟୁପତ୍ତି ବିଷୟରେ ବିଷାରଦ ମାନେ ମଧ୍ୟ ଦ୍ୱନ୍ଦରେ ରହନ୍ତି  । ତେବେ ଚୌରିଙ୍ଗି ଗିରି ନାମକ ଜଣେ ଯୋଗୀ ଯିଏ ମାଁ କାଳିଙ୍କ ଏକ ମୁଖର ପ୍ରତିକୃତି ପାଇ ତାହାକୁ ମୂଳ କାଳୀଘାଟ ମନ୍ଦିର ନିର୍ମାଣ ସ୍ଥାପନା କରିଥିଲେ , ତାଙ୍କ ନାମ ଅନୁସାରେ ଏହି ଅଞ୍ଚଳରର ନାମ ଚୌରିଙ୍ଗି ହେଇଥିବାର କୁହା ଯାଇ । [୨]

ଇତିହାସ [ସମ୍ପାଦନା]

ଗ୍ରାମ [ସମ୍ପାଦନା]

1798ରେ  ଚୌରିଙ୍ଗି 

[୩]17 ଶ ଶତାବ୍ଦୀରେ ଏହି ଅଞ୍ଚଳ ଜଙ୍ଗଲରେ ପୂର୍ଣା ଥିଲା । ସେଠାରେ ଚୌରିଙ୍ଗି , ବିରାଜି ଓ କୋଲିମ୍ବା ନାମକ ଗ୍ରାମ ସବୁ ଥିଲା । [୪]


ଚୌରିଙ୍ଗିର ଦକ୍ଷିଣ ରାସ୍ତା  
ଜବାହାର ଲାଲ ନେହେରୁ ରାସ୍ତା 

ଭୌଗୋଳିକ ସ୍ଥିତି [ସମ୍ପାଦନା]

 କେନ୍ଦ୍ର କଲିକତାରେ ଥିବା ଚୌରିଙ୍ଗିର ଉତ୍ତରରେ ଜନବଜର , ପୂର୍ବରେ ତାଳତାଲା ଦକ୍ଷିଣରେ ଭାବନିପୁର , ପଶ୍ଚିମରେ ମଇଦାନ ରହିଛି । ଏହାର ନିକଟ ଅଞ୍ଚଳ ନିଉ ମାର୍କେଟ ପାଖ ଯାଏ ରହିଛି । [୫] Park Street,[୬]

ଜନ ଆବାଦୀ [ସମ୍ପାଦନା]

ଚୌରିଙ୍ଗି କଲିକତା କର୍ପୋରେସନ  ର 11ଟି ୱାଡକୁ ନେଇ ଗଠିତ । 2001 ଜନଗଣନାରେ ଏହାର ସମୁଦାଯ ଜନସଂଖ୍ୟା 159,917 ଥିଲା । ଏଠି ମଧ୍ୟରୁ ପୁରୁଷ 101,189 ଥିବା ବେଳେ ମହିଳା 58,828 ଥିଲା । [୭]

ସୃଜନ ସୃଷ୍ଟି [ସମ୍ପାଦନା]

ବଙ୍ଗାଳୀ ଉପନ୍ୟାସକାର ଶଙ୍କର  Chowringhee ନାମକ ଏକ ପୁସ୍ତକ 1962ରେ ରଚନା କରିଥିଲେ । ତାହା ଏହି ଅଞ୍ଚଳ ଉପରେ ପରଜ୍ଯବେଶିତ ଥିଲା । ତାହା ବହୁ ଜନ  ଆଦୃତ ହେଇଥିଲା । [୮]ପିନକୀ ମୁଖାର୍ଜୀ ଏହା ଉପରେ ବେଶିତ କରି ଏକ ଫିଲ୍ମ ନିର୍ମାଣ କରିଥିଲେ । [୯]

1981 ମସିହାରେ ଅପର୍ଣା ସେନ , 36 Chowringhee Lane, ନାମକ ଏକ ଫିଲ୍ମ ନିଜ ନିର୍ଦେଶନାରେ ନିର୍ମାଣ କରୁଥିଲେ । ଏହାର କାହାଣୀ ଏଠାରେ ଏକ ସାନ ଘରେ ଏକାକିତ୍ୱ ଜୀବନ ବିତଉଥିବା ଜଣେ ଆଙ୍ଗ୍ଲୋ-ଇଣ୍ଡିଆନ ବୟସ୍କ ସ୍କୁଲ ଶିକ୍ଷକ  ଙ୍କ ବିଷୟବସ୍ତୁ ଉପରେ ଆଧାରିତ ଥିଲା । [୧୦]

ଗେଲେରୀ [ସମ୍ପାଦନା]

ଆଧାର ସମୂହ [ସମ୍ପାଦନା]

  1. "Tax lawyer is CPM candidate for Chowringhee seat". The Hindu Business Line, 18 February 2006. Retrieved 2008-01-16.
  2. Nair, P. Thankappan in The Growth and Development of Old Calcutta, in Calcutta, the Living City, Vol.
  3. Cotton, H.E.A., pp. 230-236.
  4. Cotton, H.E.A., Calcutta Old and New, 1909/1980, p. 19, General Printers and Publishers Pvt.
  5. "New Market Police Station". Kolkata Police. Archived from the original on 27 September 2007. Retrieved 2008-01-16.
  6. "Park Street Police Station". Kolkata Police. Retrieved 2008-01-16. Archived 16 April 2007 at the Wayback Machine.
  7. "Provisional Population Totals, Table 4". Population, Decadal Growth Rate, Density and General Sex Ratio by Residence and Sex, West Bengal/ District/ Sub District, 1991 and 2001. Census Commission of India. Archived from the original on 27 September 2007. Retrieved 2007-10-10.
  8. "Details of Chwringhee". Indiatimes Shopping. Retrieved 2008-01-16.
  9. "Chwringhee (1968)". imdb.com. Retrieved 2008-01-16.
  10. "36 Chowringhee Lane (1981)". imdb.com. Retrieved 2008-01-16.