ଚୌଧୁରୀ ପ୍ରତାପ କିଶୋର ମିଶ୍ର
ଦେଖଣା
ଚୌଧୁରୀ ପ୍ରତାପ କିଶୋର ମିଶ୍ର (ଜନ୍ମ: ଜାନୁଆରୀ ୫, ୧୯୪୨) ଜଣେ ଭାରତୀୟ ବିଚାରପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[୧]
ଶିକ୍ଷା ଓ ପେଶା
[ସମ୍ପାଦନା]ଜଷ୍ଟିସ୍ ମିଶ୍ର ନଭେମ୍ବର ୮, ୧୯୭୧ ତାରିଖରେ ଜଣେ ଆଇନଜୀବୀ ଭାବେ ଯୋଗ ଦେଇ ଓଡିଶା ଉଚ୍ଚ ନ୍ୟାୟାଳୟରେ ୨୭ ବର୍ଷରୁ ଅଧିକ ସମୟ ଧରି ଆଇନ ବ୍ୟବସାୟ କରିଥିଲେ । ୧୯୬୪ ମସିହାରେ ହୋଇଥିବା ଅଖିଳ ଓଡ଼ିଶା ଛାତ୍ର ଆନ୍ଦୋଳନରେ ସେ ଜଡ଼ିତ ଥିଲେ ।[୨] ତାଙ୍କୁ ଇନକମ ଟ୍ୟାକ୍ସର ସ୍ଥାୟୀ ଆଇନ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଥିଲା ।[୩] ସେ ୧୭.୬.୧୯୯୯ ଠାରୁ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଦାୟୀତ୍ଵ ନିର୍ବାହ କରିଥିଲେ ଏବଂ ୪ ଜାନୁଆରୀ ୨୦୦୪ରେ ଅବସର ଗ୍ରହଣ କରିଥିଲେ।[୧]
୮୨ ବର୍ଷ ବୟସରେ ୫ ଜୁଲାଇ ୨୦୨୪ ତାରିଖରେ ସେ ମୃତ୍ୟୁବରଣ କରିଥିଲେ ।[୪][୫][୬]
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-22.
- ↑ OTV (2024-07-04), Former Orissa HC Judge Chaudhary Pratap Keshari Mishra Passes Away at 83, retrieved 2025-01-22
- ↑ Gangte, Nunnem (2024-07-06). "Latest Legal News India|Today Supreme Court News|Supreme Court Updates|Latest Legal News|Indian Legal News|Today Law Updates - Legally Speaking />". Legally Speaking (in ଆମେରିକୀୟ ଇଂରାଜୀ). Retrieved 2025-01-22.
- ↑ NETWORK, LIVELAW NEWS (2024-07-05). "Former Judge Of Orissa High Court Justice Choudhury Pratap Kishore Misra Passes Away". www.livelaw.in (in ଇଂରାଜୀ). Retrieved 2025-01-22.
- ↑ Law, Live. "Read all Latest Updates on and about Justice Choudhury Pratap Kishore Misra". www.livelaw.in (in ଇଂରାଜୀ). Retrieved 2025-01-22.
- ↑ "Former Orissa HC Judge Justice Choudhury Pratap Misra No More". latestlaws.com (in ଇଂରାଜୀ). Retrieved 2025-01-22.