ଚେତନାନନ୍ଦ ସରସ୍ୱତୀ
Jump to navigation
Jump to search
![]() | ଏହି ପ୍ରସଙ୍ଗଟିରେ ଗୋଟିଏ ବି ଆଧାର ନାହିଁ । ଦୟାକରି ଏଥିରେ ବିଶ୍ୱସନୀୟ ସ୍ରୋତ (ଖବରକାଗଜ, ଜର୍ଣ୍ଣାଲ ଆଦି) ଆଧାର ରୂପେ ଦିଅନ୍ତୁ । ଆଧାର ନ ଥିବା ପ୍ରସଙ୍ଗ ଲିଭାଇ ଦିଆଯାଇପାରେ. (ନଭେମ୍ବର ୨୦୧୨) |
ସ୍ୱାମୀ ଚେତନାନନ୍ଦ ସରସ୍ୱତୀ ଜଣେ ସ୍ୱାମୀ ନିଗମାନନ୍ଦ ପରମହଂସଙ୍କ ପନ୍ଥାର ସନ୍ୟାସୀ। ତାଙ୍କର ପୁର୍ବାଶ୍ରମର ନାମ ଥିଲା ଚକ୍ରପାଣି ମିଶ୍ର। ସେ ଜଣେ କୃଷି ବିଜ୍ଞାନର ଅଧ୍ୟାପକ ଥିଲେ। ଚାକିରିରୁ ଅବସର ନେବା ପରେ ସେ ୧୯୯୫ ମସିହାରେ ଶ୍ରୀମତ୍ ସ୍ୱାମୀ ବିଶୁଦ୍ଧାନନ୍ଦଙ୍କ ସରସ୍ୱତୀଙ୍କ ଠାରୁ ସନ୍ୟାସ ନେଇଥିଲେ।