ଚେତନାନନ୍ଦ ସରସ୍ଵତୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ସ୍ଵାମୀ ଚେତନାନନ୍ଦ ସରସ୍ଵତୀ ଜଣେ ସ୍ଵାମୀ ନିଗମାନନ୍ଦ ପରମହଂସଙ୍କ ପନ୍ଥାର ସନ୍ୟାସୀ। ତାଙ୍କର ପୁର୍ବାଶ୍ରମର ନାମ ଥିଲା ଚକ୍ରପାଣି ମିଶ୍ର। ସେ ଜଣେ କୃଷି ବିଜ୍ଞାନର ଅଧ୍ୟାପକ ଥିଲେ। ଚାକିରିରୁ ଅବସର ନେବା ପରେ ସେ ୧୯୯୫ ମସିହାରେ ଶ୍ରୀମତ୍ ସ୍ଵାମୀ ବିଶୁଦ୍ଧାନନ୍ଦଙ୍କ ସରସ୍ଵତୀଙ୍କ ଠାରୁ ସନ୍ୟାସ ନେଇଥିଲେ।

ବାହାର ଲିଙ୍କ[ସମ୍ପାଦନା]