ଚେତନାନନ୍ଦ ସରସ୍ୱତୀ

ଉଇକିପିଡ଼ିଆ ରୁ
(ଚେତନାନନ୍ଦ ସରସ୍ବତୀ ରୁ ଲେଉଟି ଆସିଛି)
Jump to navigation Jump to search

ସ୍ୱାମୀ ଚେତନାନନ୍ଦ ସରସ୍ୱତୀ ଜଣେ ସ୍ୱାମୀ ନିଗମାନନ୍ଦ ପରମହଂସଙ୍କ ପନ୍ଥାର ସନ୍ୟାସୀ। ତାଙ୍କର ପୁର୍ବାଶ୍ରମର ନାମ ଥିଲା ଚକ୍ରପାଣି ମିଶ୍ର। ସେ ଜଣେ କୃଷି ବିଜ୍ଞାନର ଅଧ୍ୟାପକ ଥିଲେ। ଚାକିରିରୁ ଅବସର ନେବା ପରେ ସେ ୧୯୯୫ ମସିହାରେ ଶ୍ରୀମତ୍ ସ୍ୱାମୀ ବିଶୁଦ୍ଧାନନ୍ଦଙ୍କ ସରସ୍ୱତୀଙ୍କ ଠାରୁ ସନ୍ୟାସ ନେଇଥିଲେ।

ବାହାର ଲିଙ୍କ[ସମ୍ପାଦନା]