ଚିଲାଡଙ୍ଗରୀ

ଉଇକିପିଡ଼ିଆ ରୁ
Jump to navigation Jump to search
Chiladangari (ଚିଲଡଙ୍ଗରି)
Village (ଗାଁ)
ଅବସ୍ଥିତି: 19°40′37″N 82°45′34″E / 19.67694°N 82.75944°E / 19.67694; 82.75944Coordinates: 19°40′37″N 82°45′34″E / 19.67694°N 82.75944°E / 19.67694; 82.75944
CountryIndia
StateOdisha
DistrictKalahandi
Sub divisionDharmagarh
Tehsil/Block/PSKoksara
PanchayatPhupagaon
ଜନସଂଖ୍ୟା (2001)
 • ମୋଟ୧,୫୦୦
IST (UTC+05:30)
ପିନ କୋଡ଼766019

ଚିଲାଡଙ୍ଗରୀ , ଭାରତୀୟ ରାଜ୍ୟ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଧରମଗଡ ସବ ଡିଭିଜନର ଏକ ଗ୍ରାମ । [୧]ଏହା ପୁଷ୍ପଗା ପଞ୍ଚାଯତ ଅଧୀନରେ ରହିଛି । ଏହା କୋକସାରା ସହର ଠାରୁ 7 କିଲୋମିଟର ଦୁରବର୍ତୀ ଓ ମୁଖ୍ୟାଳୟ ଭାବନିପାଟଣା ଠାରୁ 60 କିଲୋମିଟର ଦୂର । 

ଜନ ଆବାଦୀ [ସମ୍ପାଦନା]

2001 ମସିହା ଜନଗଣନା ଅନୁସାରେ ଏଠାକାର ଲୋକ ସଂଖ୍ୟା ପ୍ରାୟ 1,000। 

ଶିକ୍ଷୟା [ସମ୍ପାଦନା]

chiladangari school

ଆଧାର ସମୂହ [ସମ୍ପାଦନା]