ଚାରିଧାମ (ଓଡ଼ିଆ କଥାଚିତ୍ର)
| ଚାରିଧାମ (ଓଡ଼ିଆ କଥାଚିତ୍ର) | |
|---|---|
| ନିର୍ଦ୍ଦେଶକ | ତାପସ ସରଘରିଆ |
| ପ୍ରଯୋଜକ | ହିମାଦ୍ରୀ ତନୟା ଦାସ |
| ସଂଳାପ | କୁମାରଶ୍ରୀ ସାହୁ |
| ଚିତ୍ରନାଟ୍ୟ | ସୁରେଶ ପଟ୍ଟନାୟକ |
| କାହାଣୀ | ଅଖିଳ ମୋହନ ରାଉତରାୟ |
| କଳାକାର | ଅନୁଭବ ମହାନ୍ତି ଅନୁରାଧା ପାଣିଗ୍ରାହୀ ସୁକାନ୍ତ ରଥ |
| ସଙ୍ଗୀତ | ସୋମେଶ ଶତପଥୀ ବୈଦ୍ୟନାଥ ଦାଶ |
| ଚିତ୍ରଗ୍ରହଣ | ସୁବ୍ରତ କୁମାର ଖଟୋଇ |
| ସମ୍ପାଦକ | ସ୍ମୃତି ରଞ୍ଜନ ମିଶ୍ର |
ମୁକ୍ତିଲାଭ ତାରିଖ | ୨୫ ସେପ୍ଟେମ୍ବର ୨୦୨୫ |
| ଦେଶ | |
| ଭାଷା | ଓଡ଼ିଆ |
ଚାରିଧାମ (ଓଡ଼ିଆ କଥାଚିତ୍ର) ୨୦୨୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ହିମାଦ୍ରୀ ତନୟା ଦାସ ।[୧] ଅଖିଳ ମୋହନ ରାଉତରାୟ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ, ସୁରେଶ ପଟ୍ଟନାୟକ ଏହାର ଚିତ୍ରନାଟ୍ୟ ଏବଂ କୁମାରଶ୍ରୀ ସାହୁ ଏହାର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ ।[୨] ସଙ୍ଗୀତକାର ସୋମେଶ ଶତପଥୀ ଓ ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୩][୪]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଓ ଅନୁରାଧା ପାଣିଗ୍ରାହୀ ।[୫] ସୁକାନ୍ତ ରଥ, ଅଶୋକ ଦାସ, ମମତା ତ୍ରିପାଠୀ, ପ୍ରଦ୍ୟୁମ୍ନ ଲେଙ୍କା, ମିଷ୍ଟର୍ ଗୁଲୁଆ, ସୁଜିତ ପାଇକରାୟ, ଶକ୍ତି ବରାଳ, ଶିବାନୀ ସଙ୍ଗୀତା, କାଳିଆ ଷଣ୍ଢ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬][୭] ଏହି କଥାଚିତ୍ରଟି ୨୫ ସେପ୍ଟେମ୍ବର ୨୦୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୮][୯][୧୦][୧୧]
ଅଭିନୟ
[ସମ୍ପାଦନା]- ଅନୁଭବ ମହାନ୍ତି
- ଅନୁରାଧା ପାଣିଗ୍ରାହୀ
- ସୁକାନ୍ତ ରଥ
- ଅଶୋକ ଦାସ
- ମମତା ତ୍ରିପାଠୀ
- ପ୍ରଦ୍ୟୁମ୍ନ ଲେଙ୍କା
- ମିଷ୍ଟର୍ ଗୁଲୁଆ
- ସୁଜିତ ପାଇକରାୟ
- ଶକ୍ତି ବରାଳ
- ଶିବାନୀ ସଙ୍ଗୀତା
- କାଳିଆ ଷଣ୍ଢ
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]| ଚାରିଧାମ | |
|---|---|
| Soundtrack album by ସୋମେଶ ଶତପଥୀ ଓ ବୈଦ୍ୟନାଥ ଦାଶ | |
| ଶୈଳୀ | କଥାଚିତ୍ରରର ଗୀତ |
| ଭାଷା | ଓଡ଼ିଆ |
| ନାମ | ରାଜଶ୍ରୀ ଓଡ଼ିଆ |
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୋମେଶ ଶତପଥୀ ଓ ବୈଦ୍ୟନାଥ ଦାଶ ।[୧୨] ଗୀତିକାର ଅରୁଣ ମନ୍ତ୍ରୀ, ରଞ୍ଜନ ନାୟକ, ଜେ.ପି. ୱାର୍ଡ଼ସ୍ମିଥ୍, ବିରାଜ ରଥ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । କୃଷ୍ଣ ବେଉରା, ହ୍ୟୁମାନ ସାଗର, ପାମେଲା ଜୈନ, ସତ୍ୟଜିତ ଜେନା, ଅନନ୍ୟା ଶ୍ରୀତମ ନନ୍ଦ, ଗୌରବ ଆନନ୍ଦ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]| ଚାରିଧାମ କଥାଚିତ୍ରର ଗୀତ ସମୂହ | ||||
|---|---|---|---|---|
| କ୍ରମ | ଗୀତ | ଲେଖକ | କଣ୍ଠଶିଳ୍ପୀ | ସମୟ |
| 1. | "ମୋ ବାପା ମାଆ ମୋ ଚାରିଧାମ" | ଅରୁଣ ମନ୍ତ୍ରୀ | କୃଷ୍ଣ ବେଉରା | ୦୩:୩୩ |
| 2. | "କେର୍କେରା" | ରଞ୍ଜନ ନାୟକ | ହ୍ୟୁମାନ ସାଗର, ପାମେଲା ଜୈନ | ୦୪:୧୧ |
| 3. | "ବାସିନ୍ଦା" | ଜେ.ପି. ୱାର୍ଡ଼ସ୍ମିଥ୍ | ସତ୍ୟଜିତ ଜେନା, ଅନନ୍ୟା ଶ୍ରୀତମ ନନ୍ଦ | ୦୪:୪୩ |
| 4. | "ଲହଡ଼ୀ" | ବିରାଜ ରଥ | ଗୌରବ ଆନନ୍ଦ | ୦୩:୪୨ |
| Total length: | ୧୬:୦୯ | |||
ଆଧାର
[ସମ୍ପାଦନା]- ↑ Singh, Poonam. "'Charidham - A Journey Within' captivates audiences, sets new benchmark for Odia cinema". odishatv.in (in ଇଂରାଜୀ). Retrieved 2025-10-13.
- ↑ fingerprintnews (2025-06-27). "Anubhav's Film 'Charidham' First Poster Released During the Holy Ratha Yatra". fingerprintnews (in ଇଂରାଜୀ). Retrieved 2025-10-13.[permanent dead link]
- ↑ "Insult To Odia Asmita! Odisha Congress Chief Slams Use Of 'Chardham' In Movie Title". OdishaBytes (in ଆମେରିକୀୟ ଇଂରାଜୀ). 2025-08-26. Retrieved 2025-10-13.
- ↑ Chardham: A Journey Within Movie: Showtimes, Review, Songs, Trailer, Posters, News & Videos | eTimes. Retrieved 2025-10-13 – via timesofindia.indiatimes.com.
- ↑ OdishaConnect (2025-09-11). "From Jagannath to Badrinath: Anubhav Mohanty's Spiritual Odyssey in Charidham". Odisha Connect (in ଆମେରିକୀୟ ଇଂରାଜୀ). Retrieved 2025-10-13.
- ↑ "A New Era for Odia Cinema: "Charidham - A Journey Within" Captivates Audiences Nationwide". Sambad English (in ଇଂରାଜୀ). 2025-10-10. Retrieved 2025-10-13.
- ↑ Chardham: A Journey Within Movie: Showtimes, Review, Songs, Trailer, Posters, News & Videos | eTimes. Retrieved 2025-10-13 – via timesofindia.indiatimes.com.
- ↑ Vaiphei, Rebecca (2025-10-13). "Chardham Odia Movie Worldwide Collection and Budget (Hit Or Flop)". Tenvow (in ଆମେରିକୀୟ ଇଂରାଜୀ). Retrieved 2025-10-13.
- ↑ Vaiphei, Rebecca (2025-09-30). "Chardham Collection Day 5: Anubhav Odia Movie Earns ₹61L Cr on Mon, ₹10.06 Cr in India". Tenvow (in ଆମେରିକୀୟ ଇଂରାଜୀ). Retrieved 2025-10-13.
- ↑ Chardham: A Journey Within Movie: Showtimes, Review, Songs, Trailer, Posters, News & Videos | eTimes. Retrieved 2025-10-13 – via timesofindia.indiatimes.com.
- ↑ fingerprintnews (2025-06-27). "Anubhav's Film 'Charidham' First Poster Released During the Holy Ratha Yatra". fingerprintnews (in ଇଂରାଜୀ). Retrieved 2025-10-13.[permanent dead link]
- ↑ "Thrill awaits music lovers at 'Charidham: A Journey Within' audio launch tomorrow". Sambad English (in ଇଂରାଜୀ). 2025-09-14. Retrieved 2025-10-13.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଚାରିଧାମ