ଚାନ୍ଦ ବାଓରି

ଉଇକିପିଡ଼ିଆ ରୁ
Jump to navigation Jump to search
Chand Baori, in the village of Abhaneri near Bandikui, Rajasthan.

ଚାନ୍ଦ ବାଉରି ଗୋଟିଏ ପାହାଚ କୂଅ ରାଜସ୍ଥାନର ଜୟପୁର ନିକଟରେ ଥିବା ଅଭାନେରି ଗ୍ରାମରେ ଅଛି ।

ଭୌଗୋଳିକ ଅବସ୍ଥିତି[ସମ୍ପାଦନା]

ଅଭାନେରି ଗ୍ରାମ ରାଜସ୍ଥାନର ଦଉସା ଜିଲ୍ଲାରେ ଅବସ୍ଥିତ ।  ଏହି ଗ୍ରାମଟି ରାଜସ୍ଥାନ ଠାରୁ ୯୫ କି ମି ଦୂରରେ ଯଇପୁର ଆଗ୍ରା ରାସ୍ତାରେ ଅଛି ।  ଚାନ୍ଦ ବାଉରି ହରସ‌ତ ମାତା ମନ୍ଦିରର ବିପରୀତ ଦିଗରେ ଅବସ୍ଥିତ ଆଉ ଏହା ୮୦୦ ଏ ଡିରେ ତିଆରି ହୋଇଥିଲା ।  ଏଥିରେ ୩୫୦୦ଟି ସିଡ଼ି ଅଛି ।[୧][୨]

ବିଶେଷତ୍ୱ[ସମ୍ପାଦନା]

୩୫୦୦ ପାହାଚ ଏବଂ ୧୩ ମହଲା ବିଶିଷ୍ଟ ଏହି କୂଅ ରାଜସ୍ଥାନର ଏକ ଦର୍ଶନୀୟ ସ୍ଥାନ ସହିତ ଦେଶର ବୃହତ୍ତମ ତଥା ଗଭୀରତମ କୂଅ । କୂଅର ନିମ୍ନ ସ୍ତରରେ ଜଳର ତାପମାତ୍ରା ସାଧାରଣତଃ ଉପରସ୍ତରର ଜଳଠାରୁ ୫ରୁ ୬ ଡିଗ୍ରୀ ଶୀତଳ ଅଟେ । ଏହି ସ୍ଥାନର ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏଠାରେ ଭୁଲ ଭୁଲ୍ଲେୟା(Bhool Bhulaiyaa) ସହ ଅନ୍ୟ କେତେକ ଚଳଚ୍ଚିତ୍ର ଶୁଟିଂ କରାଯାଇଛି ।

ଆଧାର[ସମ୍ପାଦନା]

  1. Livingston, Morna (2002). Steps to Water: The Ancient Stepwells of India. Princeton Architectural Press. ISBN 1568983247. Retrieved 2012-01-07.
  2. panther pink?. "Chand Baori, Abhaneri, Rajasthan". Flickr. Retrieved 2012-01-07.