Jump to content

ଚନ୍ଦନା ବାଉରି

ଉଇକିପିଡ଼ିଆ‌ରୁ
ଚନ୍ଦନା ବାଉରି
ବିଧାୟିକା: ପଶ୍ଚିମ ବଙ୍ଗ ବିଧାନ ସଭା
Assumed office
୨ ମଇ ୨୦୨୧
ପୂର୍ବ ଅଧିକାରୀସ୍ୱପନ ବଉରି
ନିର୍ବାଚନ ମଣ୍ଡଳୀସାଲତୋରା
ବ୍ୟକ୍ତିଗତ ସବିଶେଷ
ଜନ୍ମ1990/1991 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ ""ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ ""ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "")[]
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀଶ୍ରବଣ ବାଉରି
ପେଷାରାଜନୀତିଜ୍ଞ

ଚନ୍ଦନା ବାଉରି ଜଣେ ଭାରତୀୟ ରାଜନୀତିଜ୍ଞ । ସେ ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି ।[][] ୨୦୨୧ ପଶ୍ଚିମ ବଙ୍ଗ ବିଧାନ ସଭା ନିର୍ବାଚନରେ, ସେ ସଲତୋରା ନିର୍ବାଚନ ମଣ୍ଡଳୀରୁ ପଶ୍ଚିମ ବଙ୍ଗ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[][][]

  1. "Election Commission of India". affidavit.eci.gov.in. Retrieved 4 May 2021.
  2. "Chandana Bauri: BJP candidate Chandana Bauri, wife of mason, wins Saltora". The Times of India (in ଇଂରାଜୀ). 3 May 2021. Retrieved 3 May 2021.
  3. Roy, Suryagni (March 25, 2021). "Bengal elections: Wife of daily-wage labourer, Chandana Bauri is BJP's candidate from Saltora". India Today (in ଇଂରାଜୀ). Retrieved 3 May 2021.
  4. "Election Commission of India". results.eci.gov.in. Retrieved 3 May 2021.
  5. "Saltora Election Result 2021 Live Updates: Chandana Bauri of BJP wins". www.news18.com (in ଇଂରାଜୀ). 2 May 2021. Retrieved 3 May 2021.
  6. "BJP's Chandana Bauri, Wife Of Daily Wage Labourer, Wins Saltora". NDTV.com. Retrieved 3 May 2021.