ଚଣ୍ଡୀ ମନ୍ଦିର , ଚଣ୍ଡିଗଡ

ଉଇକିପିଡ଼ିଆ‌ରୁ

ଚଣ୍ଡୀ ମନ୍ଦିର(Hindu, Mandir: "Temple")ଭାରତୟୟ ସହର  ଚଣ୍ଡିଗଡଠାରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର । ଏହା ଶକ୍ତି ଦେବୀ ଚଣ୍ଡୀଙ୍କ ଉପାସନା ପାଇଁ ନିର୍ମିତ ହେଇଥିଲା । ଚଣ୍ଡିଗଡ ସହରଠାରୁ 15 କିଲୋନିଟର ଦୂରରେ ଓ ମନସା ଦେବୀ ଆସ୍ଥାନରୁ 10 କିଲୋମିଟର ଦୂରରେ ଏହା ଅବସ୍ଥିତ । ଶିବାଳିକ ପର୍ବତମାଳା ପ୍ରଚ୍ଛଦରେ ଥାଇ ଏହି  ମନ୍ଦିରର ପାରିପାର୍ଶ୍ୱିକ ଦୃଶ୍ୟ ଅତ୍ୟନ୍ତ ମନୋରମ।  

ଏଠାରେ ପାଳିତ ହଉଥିବା ନବରାତ୍ର ସମାୟାରେ ସହସ୍ରାଧିକ ଭକ୍ତଙ୍କ ସମାଗମ ହେଇଥାଏ । ଏଠାରେ ଚଣ୍ଡୀଙ୍କ ପ୍ରତିମୂର୍ତି ସହ ରାଧା କୃଷ୍ଣ , ହନୁମାନ , ଶିବ ଓ ରାମଙ୍କ ପ୍ରତିମୂର୍ତି ମଧ୍ୟ ରହିଛି । ଏହି ମନ୍ଦିର ପରିସର ନିକଟରେ ଭାରତୀତ୍ୟ ସେନା ବାହିନୀର ପଶ୍ଚିମାଞ୍ଚଳ କମାଣ୍ଡ ଦପ୍ତର ରହିଛି । 



ପୁନଶ୍ଚ ଦେଖଣା [ସମ୍ପାଦନା]