ଚଢ଼େଇଆ ସଙ୍ଗୀତ
Appearance
ଚଢ଼େଇଆ ସଙ୍ଗୀତ | |
---|---|
ମାଧ୍ୟମ | ଗୀତ-ନାଟ |
ସଂସ୍କୃତି | ଓଡ଼ିଆ ଚଳଣି |
ସୃଷ୍ଟି | ବାଲେଶ୍ୱର, ଓଡ଼ିଶା ଭାରତ |
କଳାକାର | ଚଢ଼େଇଆ, ଚଢ଼େଇଆଣି |
ଚଢ଼େଇଆ ସଙ୍ଗୀତ ଏକ ପାରମ୍ପାରିକ ଓଡ଼ିଆ ବାଲେଶ୍ୱରୀ ଲୋକସଙ୍ଗୀତ । ଯାହା ଚଢ଼େଇଆ ନାଟ ବେଳରେ ବୋଲାଯାଇଥାଏ ।
ଗୀତର ପଦ
[ସମ୍ପାଦନା]ଚଢ଼େଇଆ ନାଟବେଳେ ବୋଲାଯାଉଥିବା ଗୀତକୁ ଚଢ଼େଇଆ ସଙ୍ଗୀତ କୁହାଯାଏ ।
ସୁସଙ୍ଗୀ, ସୁରଙ୍ଗୀ, ସୁରସ, ପ୍ରେମାଂଶ
ଭଙ୍ଗା ସଂଗିନୀ ମୋ ଗଳାର ହାର ରସିକା ରମଣୀ ରସ ବିଳାସିନୀ
ଚାଷୀ-ମୋହିନୀ ମୋ ପ୍ରୀତି ସୁଧାର ॥
— ଚଢ଼େଇଆ ସଙ୍ଗୀତ, ବାଲେଶ୍ୱର ଜିଲା
ଚଢ଼େଇଆ ଚଢ଼େଇଆଣିକୁ-
ଶୁଣ ହେ ନାଗର କୁହ ମୋ ଆଗର
- ପୃଥିବୀ କାହୁଁ ହୋଇଲା
- କିଏ ଜାତ କଲା କାହୁ ସେ ଅଇଲା
- ଏକଥା କହିବ ଭଲା ॥
ଚଢ଼େଇଆର ଉତ୍ତର-
ସେ ସତ୍ୟ ଯୁଗେଣ ନିଜେ ନାରାୟଣ
- ବଟ ପତ୍ରରେ ଭାସିଲେ ଗୋ
ମେଦାସୁରକୁ ସେ ବଧ ଯେ କରିଣ
- ମେଦିନୀ ତିଆରି କଲେଗୋ
ସେ ସତ୍ୟ ଯୁଗର ସତ ନାହିଁ ଦରକାର ଗୋ....
- --ଚଢ଼େଇଆ ସଙ୍ଗୀତ