ଘେଁସ
ଦେଖଣା
ଘେଁସ | |
|---|---|
ଗାଁ | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ବରଗଡ଼ |
| ପଞ୍ଚାୟତ ସମିତି | ସୋହେଲା |
| ଗ୍ରାମ ପଞ୍ଚାୟତ | ଘେଁସ |
| ତହସିଲ | ସୋହେଲା |
| Time zone | IST (+୫.୩୦) |
| ଡାକ କୋଡ଼ | ୭୬୮୦୩୪[୧] |
| Area code | +୦xxxx |
| ଯାନବାହାନ ପଞ୍ଚୀକରଣ | OD/17 |
ଘେଁସ ବରଗଡ଼ ଜିଲ୍ଲାର [୨] ମେଲଛାମୁଣ୍ଡା ନିର୍ବାଚନୀ ମଣ୍ଡଳୀ ଅଧିନସ୍ତ ଗୋଟିଏ ଗ୍ରାମ । ଏହା ୬ ନମ୍ବର ଜାତୀୟ ରାଜପଥରେ ବରଗଡ଼ଠାରୁ ଛତିଶଗଡ଼ ରାଜ୍ୟକୁ ଯିବା ରାସ୍ତାରେ ୨୦ କି ମି ପରେ ସୋହେଲା ନାମକ ଯାଗାରୁ ପାଇକମାଲ୍ ନୁର୍ସିଂଘନାଥ ମନ୍ଦିର ଅଭିମୁଖେ ପ୍ରାୟତ ୨୦ କି ମି ଗଲା ପରେ ଘେଂସ ଗ୍ରାମ ପଡ଼ିଥାଏ । ଏଠାରେ ସାକ୍ଷୀ ଭାବେ ଅଛି ସହିଦ୍ ସ୍ତମ୍ଭ ଯାହାକି ମନେ ପକାଏ ବୀର ସୁରେନ୍ଦ୍ର ସାଏ ଓ ତତ୍କାଳୀନ ଜମିଦାରଙ୍କ ପାଞ୍ଚ ପୁତ୍ର ଅଇରି ସିଂଘ, ବଇରି ସିଂଘ ଆଦିଙ୍କ ବିରତ୍ୱର ଗାଥା । ଏ ଗ୍ରାମରେ ଜନ୍ମଗ୍ରହଣ କରିଛନ୍ତି କୋଶଳ ଭାଷାର ମହା କବି ଓ ଲେଖକ ହଲଧର ନାଗ ।
ଆଧାର
[ସମ୍ପାଦନା]- ↑ onefivenine.com
- ↑ "Ghess Village". onefivenine.com. 2013. Retrieved 1 April 2013.
Ghess is one of the Village in Sohella Tehsil in Bargarh District in Orissa State
| ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |