Jump to content

ଘର ପୁସ୍ତକ

ଉଇକିପିଡ଼ିଆ‌ରୁ

ଜନ୍ମଠୁଁ ନେଇ ମରଣଯାଏ, ସବୁବେଳେ, ସବୁ ମୁହୂର୍ତ୍ତରେ ମଣିଷ ଘରଟିଏ ସ୍ୱପ୍ନ ଦେଖୁଥାଏ । ସେ ଘରର ସ୍ୱପ୍ନ ସାଙ୍ଗରେ ମିଶି ରହିଥାଏ ଶହେ କି ହଜାରେ ସୁନ୍ଦର ଓ ସୁକୁମାର କଳ୍ପନା । ସେଥିରୁ କିଛି କିଛି ସତ ହୁଏ, କେବେ ଗୋଟିଏ ବି ସୁଦ୍ଧା ସତ ହୁଏନାହିଁ । ଅଧିକାଂଶ ରହିଯାଏ କିନ୍ତୁ ସ୍ୱପ୍ନ ହେଇ । ସେଇ ସ୍ୱପ୍ନ-ଘରକୁ ମଣିଷ ତା’ମନର ସିନ୍ଦୁକରେ ସାଇତି । ((https://ova.gov.in/de/ReadEbooks?bid=bXXI/sT7xgA=)[]

ପୁସ୍ତକର ନାମ- ଘର, ଲେଖକ- ଗୌରହରି ଦାସ

  1. (https://ova.gov.in/de/ReadEbooks?bid=bXXI/sT7xgA=)