ଗୟା

ଉଇକିପିଡ଼ିଆ‌ରୁ
(ଗୟା, ଭାରତରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଗୟା
गया
ମହାନଗର
Brahmayoni hill
Brahmayoni hill, where Buddha taught the Fire Sutta
ଦେଶ India
Stateବିହାର
Regionମଗଧ
ବିଭାଗମଗଧ ବିଭାଗ
ଜିଲ୍ଲାଗୟା
Government
 • TypeMunicipal corporation
 • Bodyଗୟା ନଗର ନିଗମ
 • Mayorବିଭା ଦେବୀ
Area
 • ସମୁଦାୟ50.17 km2 (19.37 sq mi)
Population
 (2011)
 • Total୪,୬୩,୪୫୪
 • Rank95th
 • Density9,800/km2 (25,000/sq mi)
Demonym5000
ଭାଷା
 • ସରକାରୀMagahi, Hindi, English
Time zoneUTC+5:30 (IST)
PIN
823001-04
Telephone code91-631
Railway StationGaya Junction
AirportGaya Airport
Websitegaya.bih.nic.in

ଗୟା, ବିହାର ରାଜ୍ୟର ଦ୍ୱିତୀୟ ବୃହତ୍ତମ ସହର ଓ ହିନ୍ଦୁମାନଙ୍କର ଏକ ପ୍ରସିଦ୍ଧ ଧାର୍ମିକସ୍ଥଳ ।

ଭୂଗୋଳ[ସମ୍ପାଦନା]

ଇତିହାସ[ସମ୍ପାଦନା]

ପର୍ଯ୍ୟଟନ[ସମ୍ପାଦନା]

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଗୟା ୨୪.୭୯୬୯ ଉତ୍ତର ଅକ୍ଷାଂଶ ଓ ୮୫.୦୦୩୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୫୧ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଗୟା ସହରର ମୋଟ ଜନସଂଖ୍ୟା ୩୦୮୮୩ ଅଟେ ।[୩] ସେଥି ମଧ୍ୟରୁ ୫୪.୨୪% ଜଣ ପରୁଷ ହୋଇଥିବା ବେଳେ ୪୫.୭୬% ଜଣ ନାରୀ ଅଟନ୍ତି । ଗୟାର ସାକ୍ଷରତା ହାର ୫୧.୩୨% ଅଟେ । ଏହା ଜାତୀୟ ହାରଠାରୁ ୧୩.୫୨% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୪.୧୦% ପ୍ରତିଶତ ପୁରୁଷ ଓ ୧୭.୨୩% ନାରୀ ଅଟନ୍ତି । ୧୭.୫୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ହିନ୍ଦୀ ଗୟାର ସରକାରୀ ଭାଷା ଅଟେ ।

ପାଣିପାଗ[ସମ୍ପାଦନା]

Gaya
Climate chart (explanation)
JFMAMJJASOND
 
 
16
 
23
9
 
 
18
 
27
12
 
 
12
 
33
16
 
 
9.9
 
39
22
 
 
25
 
40
26
 
 
38
 
38
27
 
 
332
 
34
26
 
 
280
 
33
25
 
 
202
 
33
25
 
 
58
 
32
21
 
 
12
 
29
14
 
 
5.3
 
25
10
Average max. and min. temperatures in °C
Precipitation totals in mm
Source: [୪]

ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ଗୟାରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୨.୦ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୯.୩ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୧୧୩.୯ mm/inches ହୋଇଥାଏ ।

Climate data for Gaya, ଭାରତ (୧୯୭୧–୨୦୦୦)
Month Jan Feb Mar Apr May Jun Jul Aug Sep Oct Nov Dec Year
ହାରାହାରି ସର୍ବାଧିକ °C (°F) 23.2
(73.8)
26.6
(79.9)
33.1
(91.6)
38.7
(101.7)
40.3
(104.5)
37.9
(100.2)
33.9
(93)
32.7
(90.9)
32.5
(90.5)
31.7
(89.1)
28.9
(84)
24.7
(76.5)
32.0
(89.6)
ହାରାହାରି ସର୍ବନିମ୍ନ °C (°F) 8.8
(47.8)
11.5
(52.7)
16.2
(61.2)
22.1
(71.8)
25.5
(77.9)
26.9
(80.4)
25.5
(77.9)
25.3
(77.5)
24.5
(76.1)
20.8
(69.4)
14.3
(57.7)
9.6
(49.3)
19.3
(66.7)
Average rainfall mm (inches) 15.8
(0.622)
18.1
(0.713)
11.9
(0.469)
9.9
(0.39)
24.5
(0.965)
145.0
(5.709)
331.5
(13.051)
280.4
(11.039)
201.7
(7.941)
58.1
(2.287)
11.6
(0.457)
5.3
(0.209)
୧,୧୧୩.୯
(୪୩.୮୫୪)
ହାରାହାରି ମେଘାତ୍ସନ ଦିବସ 1.4 1.7 1.0 1.1 2.1 6.9 14.8 14.3 9.6 2.8 0.6 0.7 56.9
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ 0.7 1.2 1.3 1.8 2.9 5.4 8.8 8.5 7.4 1.7 0.1 0.1 39.9

ହାରାହାରି କୁହୁଡ଼ି ଘେରା ଦିବସ 1.9 0.5 0.0 0.0 0.0 0.1 0.3 0.1 0.0 0.4 0.2 0.7 4.3
Source: India Meteorological Department (temperatures and precipitation)[୫][୬]

ଆଧାର[ସମ୍ପାଦନା]

  1. "City Development Plan for Gaya: EXECUTIVE SUMMARY" (PDF). Urban Development and Housing Department, Government of Bihar. p. 4. Archived from the original (PDF) on 13 September 2014. Retrieved 8 October 2012.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
  4. "World Weather Information Service -Gaya". Worldweather.wmo.int. 5 October 2006. Retrieved 28 June 2015.
  5. "Chennai- Climatological Information". India Meteorological Department. Retrieved 29 May 2014.
  6. India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Retrieved 29 May 2014.

ବାହାର ତଥ୍ୟ[ସମ୍ପାଦନା]

  1. Adittapariyaya Sutta – The Fire
  2. Verse from the Vatthupama Sutta – The Simile of the Cloth''
  • Gaya travel guide from Wikivoyage