Jump to content

ଗୁଲ ଅଖତରା ବେଗମ

ଉଇକିପିଡ଼ିଆ‌ରୁ
ଗୁଲ ଅଖତରା ବେଗମ
ବିଧାୟିକା: ଆସାମ ବିଧାନ ସଭା
କାର୍ଯ୍ୟକାଳ
୨୦୧୧  ୨୦୧୬
ପୂର୍ବ ଅଧିକାରୀପ୍ରଶାନ୍ତ କୁମାର ବରୁଆଃ
ପର ଅଧିକାରୀଅଶୋକ କୁମାର ସିଙ୍ଘି
ନିର୍ବାଚନ ମଣ୍ଡଳୀବିଳାସପଡ଼ା ପୂର୍ବ
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ

ଗୁଲ ଅଖତରା ବେଗମ ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି ଏବଂ ପୂର୍ବରୁ ଅଲ୍ ଇଣ୍ଡିଆ ଇଉନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ଦଳରେ ଥିଲେ ।[] ୨୦୧୧ ମସିହାରେ ଆସାମରେ ହୋଇଥିବା ବିଧାନ ସଭା ନିର୍ବାଚନରେ, ସେ ବିଳାସପଡ଼ା ପୂର୍ବ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଆସାମ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[][][]

  1. Sarat Saikia joins BJP, Gul, Monowar cross over to Congress
  2. "MEMBERS OF 13th ASSAM LEGISLATIVE ASSEMBLY". Assam Legislative Assembly. Retrieved 6 August 2019.
  3. "List of Winners in Assam 2011". My Neta. Retrieved 6 August 2019.
  4. "Assam Assembly Election Results in 2011". elections.in. Retrieved 6 August 2019.