ଗୁଲମୀ
ଦେଖଣା
ଅବସ୍ଥିତି
[ସମ୍ପାଦନା]କୋରାପୁଟଠାରୁ ଏହାର ଦୂରତା ୧୦୦ କିଲୋ ମିଟର ଓ କୋଟପାଡ଼ଠାରୁ ୩୦ କିଲୋମିଟର। ଏହା କୋଟପାଡ଼ ବ୍ଲକର ଛର୍ତଲା ପଞ୍ଚାୟତ ନିକଟରେ ଅବସ୍ଥିତ।
ବିଶେଷତା
[ସମ୍ପାଦନା]ଏକ କ୍ଷୁଦ୍ର ଜଳ ପ୍ରପାତ।
ଆକର୍ଷଣ
[ସମ୍ପାଦନା]ପ୍ରାକୃତିକ ଶୋଭାରେ ଭରପୁର, ବଣଭୋଜି ପାଇଁ ଏକ ଉପଯୁକ୍ତ ସ୍ଥାନ। ଏହା ବିପଦ ସଙ୍କୁଳ ହୋଇଥିବାରୁ ମାର୍ଗଦର୍ଶକଙ୍କ ସାହାଯ୍ୟ ନେବା ଜରୁରୀ।
ଯୋଗାଯୋଗ
[ସମ୍ପାଦନା]ଯିବା ଆସିବା କରିବାପାଇଁ କୋରାପୁଟଠାରୁ ଯାନବାହନର ସୁବିଧା ରହିଛି।
ଆଧାର
[ସମ୍ପାଦନା]- ଉତ୍କଳ ପ୍ରସଂଗ ସେପ୍ଟେମ୍ବର ୨୦୧୦
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |