ଗୁରୁଦ୍ୱାରା ବାଲ ଲୀଳା ମଇନି
ଦେଖଣା
| Gurdwara Bal Lila Maini | |
|---|---|
| Religion | |
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
| Location | |
| ସ୍ଥାନ | Patna |
| State | Bihar |
| Country | India |
| Architecture | |
| Type | Gurdwara |
| King Fateh Chand Maini | |
ଗୁରୁଦ୍ୱାରା ବାଲ ଲୀଳା ମଇନି , ଭାରତୀୟ ରାଜ୍ୟ ବିହାରର ପାଟଣା ସହରରେ ଏହା ତଖତ ଶ୍ରୀ ହରମନ୍ଦିର ସାହିବ ଗୁରୁଦ୍ୱାରା ସନ୍ନିକଟ ଏକ ଗାଳି । ଏଠାରେ ରାଜା ଫତେହ ଚାନ୍ଦ ମଇନି ରହୁଥିଲେ । ତାଙ୍କର ଅପୁତ୍ରିକ ପତ୍ନୀ ତରୁଣା ଗୁରୁ ଗୋବିନ୍ଦ ସିଂହଙ୍କୁ ବହୁତ ଆଦର କରୁଥିଲେ । ଗୁରୁ ଗୋବିନ୍ଦ ମଧ୍ୟ ଅନେକ ସମୟରେ ରାଣୀଙ୍କ ନିକଟକୁ ଆସୁଥିଲେ ।ସେ ଗୁରୁ ଗୋବିନ୍ଦ ଓ ତାଙ୍କର ସହଚର ମାନଙ୍କୁ ଖାଦ୍ଯ ପରିବେଷଣ କରୁଥିଲେ । ଗୁରୁଦ୍ୱାରାର ମୁଖ୍ୟଦ୍ୱାରା 1668 ମସିହାର ହେଇଥିଲେ ମଧ୍ୟ ଅନନ୍ୟ ଅଂଶ , ଉପାସନା କକ୍ଷ୍ୟ ଓ ଭିତରସ୍ଥ ବୃହଗୁଡ଼ିକ ପରେ ନିର୍ମିତ ହେଇଥିଲା ।
ପୁନଶ୍ଚ ଦେଖଣା
[ସମ୍ପାଦନା]- Takht Sri Harmandir Sahib
- Akal Takht
- Takht Sri Keshgarh Sahib
- Takht Sri Damdama Sahib
- Takht Sri Hazur Sahib
ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]- Gurdwara Bal Lila Maini
- Sri Dasam Granth Archived 2008-03-08 at the Wayback Machine.,The Sri Dasam Granth Sahib website