Jump to content

ଗୁରୁଜୀ ନମସ୍କାର

ଉଇକିପିଡ଼ିଆ‌ରୁ
ଗୁରୁଜୀ ନମସ୍କାର
ନିର୍ଦ୍ଦେଶକଜିତେନ୍ଦ୍ରିୟ ପ୍ରଧାନ
ପ୍ରଯୋଜକସଙ୍କେତ କୁମାର ତ୍ରିପାଠୀ
ସଂଳାପସଙ୍କେତ କୁମାର ତ୍ରିପାଠୀ
ଚିତ୍ରନାଟ୍ୟସଙ୍କେତ କୁମାର ତ୍ରିପାଠୀ
କାହାଣୀସଙ୍କେତ କୁମାର ତ୍ରିପାଠୀ
କଳାକାରଅମନ ପରାସର
ସୁକୁମାର ଟୁଡୁ
ଶିବାଂଶୀ ସେନ
ଇଲୁ ବାନାର୍ଜୀ
ସଙ୍ଗୀତଅଭିଜିତ ମଜୁମଦାର
ଡି. ଅଶେଷ
ଚିତ୍ରଗ୍ରହଣଜ୍ୟୋତି ରଞ୍ଜନ ପାତ୍ର
ସମ୍ପାଦକରଶ୍ମି ରଞ୍ଜନ ଦାଶ
ମୁକ୍ତିଲାଭ ତାରିଖ
୧୦ ଜୁଲାଇ ୨୦୨୬
ଦେଶ ଭାରତ
ଭାଷାଓଡ଼ିଆ

ଗୁରୁଜୀ ନମସ୍କାର ୨୦୨୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ସଙ୍କେତ କୁମାର ତ୍ରିପାଠୀ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଜିତେନ୍ଦ୍ରୋୟ ପ୍ରଧାନ । ସଙ୍ଗୀତକାର ଅଭିଜିତ ମୁଜୁମଦାର ଓ ଡି. ଅଶେଷ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଅମନ ପରାସର, ସୁକୁମାର ଟୁଡୁ, ଶିବାଂଶୀ ସେନ, ଇଲୁ ବାନାର୍ଜୀ, ଗୌରବ ମହାନ୍ତି, ସୃଷ୍ଟି ଦାସ ମହାପାତ୍ର, ସଙ୍କେତ କୁମାର ତ୍ରିପାଠୀ, ସୁଶୀଲ ମିଶ୍ର, ପୁଷ୍ପାଞ୍ଜଳି ଷଡ଼ଙ୍ଗୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୧୦ ଜୁଲାଇ ୨୦୨୬ରେ ଏହି କଥାଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।

ଅଭିନୟ

[ସମ୍ପାଦନା]
  • ଅମନ ପରାସର
  • ସୁକୁମାର ଟୁଡୁ
  • ଶିବାଂଶୀ ସେନ
  • ଇଲୁ ବାନାର୍ଜୀ
  • ଗୌରବ ମହାନ୍ତି
  • ସୃଷ୍ଟି ଦାସ ମହାପାତ୍ର
  • ସଙ୍କେତ କୁମାର ତ୍ରିପାଠୀ
  • ସୁଶୀଲ ମିଶ୍ର
  • ପୁଷ୍ପାଞ୍ଜଳି ଷଡ଼ଙ୍ଗୀ

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମୁଜୁମଦାର ଓ ଡି. ଅଶେଷ । ଶ୍ରୀକାନ୍ତ ଗୌତମ, ବାପୁ ଗୋସ୍ୱାମୀ ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଅନୁରାଗ ଦାସ, ବିଷ୍ଣୁମୋହନ କବି, ନିଶାଦ ମିଶ୍ର, ସଞ୍ଜୁ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତକବିଗାୟକସମୟ
1."ମିଆଉଁ ମିଆଉଁ"ଶ୍ରୀକାନ୍ତ ଗୌତମସଞ୍ଜୁ ମହାନ୍ତି 

ବାହାର ଆଧାର

[ସମ୍ପାଦନା]