ଗୁମୁଟ

ଉଇକିପିଡ଼ିଆ‌ରୁ
ଫାଇଲ:ସିଂହଦ୍ୱାର ଗୁମୁଟ.jpg
ସିଂହଦ୍ୱାର ଗୁମୁଟ

ଚାରିଆଡ ବନ୍ଦ ଥିବା କ୍ଷୁଦ୍ରଦ୍ୱାର ବିଶିଷ୍ଟ ଘରକୁ ସାଧାରଣତ ଗୁମୁଟ ବୋଲି କୁହାଯାଏ । ଯେଉଁ ଘର ଗମ୍ବୁଜାକୃତି ଓ ଆଦୌ ଝରକା ନଥାଏ ,ଘର ଭିତରକୁ ଆଲୁଅ ଯିବାର ବାଟ ନଥାଏ, ଏପରି ଘରକୁ ଗୁମୁଟ କୁହାଯାଏ । ଏହା ମୁଖ୍ୟତ ରାଜ ନଅର ବା ଦେଉଳମାନଙ୍କରେ ମଧ୍ୟ ଏହି ଗୁମୁଟ ରହିଥାଏ । ଦୁର୍ଗ ବା ଗଡ଼ ମାନଙ୍କରେ ମଧ୍ୟ ଏହି ଗୁମୁଟ ରହିଥାଏ ।

ନିର୍ମାଣ ପଦ୍ଧତି[ସମ୍ପାଦନା]

ଓଡ଼ିଶାରରେ ଗୁମୁଟ ନିର୍ମାଣ କରାଯାଇଥିବା ସ୍ଥାନ[ସମ୍ପାଦନା]

  • ଶ୍ରୀମନ୍ଦିରକୁ ପ୍ରବେଶ କଲା ବେଳେ ଦୁଇଟି ଗୁମୁଟ ଅଛି ମେଘନାଦପାଚେରୀରେ ଗୋଟିଏ ଏବଂ ଅନ୍ୟ ଏକ କୂର୍ମ ବେଢାରେ ରହିଛି ।
  • ଶ୍ରୀଗୁଣ୍ଡିଚା ମନ୍ଦିରର ପ୍ରବେଶ ପ୍ରବେଶ ଦ୍ୱାର (ସିଂହ ଦ୍ୱାର ) ଏବଂ ପ୍ରସ୍ଥାନ ଦ୍ୱାର (ନାକଚଣା ଦ୍ୱାର)ରେ ଅନ୍ୟ ଏକ ରହିଛି ।

ଶବ୍ଦର ଇତିହାସ[ସମ୍ପାଦନା]

ମହାଭାବ ପ୍ରକାଶ ପ୍ରତାପରୁଦ୍ର ଦେବଙ୍କ ସମୟରେ ଇସମାଇଲ ଗାଜିର ଆକ୍ରମଣ ହେତୁ ଶ୍ରୀଜଗନ୍ନାଥଙ୍କ ସ୍ଥାନାନ୍ତର ପ୍ରସଙ୍ଗରେ ବନ୍ଦ ଘର ଅର୍ଥରେ ପ୍ରୟୋଗ - ଦକ୍ଷିଣ ଦିଗକୁ ରୋଷବାଟେ ଗୁପ୍ତବାଟ ଥିଲା ଫିଟାଇଲୁ ତହିଁ କଂସାର କମାଟ ସପତ ଘଣ୍ଟି କବାଟେ ତହୁଁ ଝୁଲୁଥିଲା ଫିଟାନ୍ତେ ସେ ଶବଦରେ ଗୁମୁଟି କମ୍ପିଲା ମାଦଳାପାଞ୍ଜିରେ ସିଂହଦ୍ୱାର ବାଟଘର ଅର୍ଥରେ ପ୍ରୟୋଗ କରାଯାଇଛି ଯେ, ସିଂହଦ୍ୱାର ଗୁମୁଟି ଭାଙ୍ଗିଲେ । [୧]

ଆଧାର[ସମ୍ପାଦନା]

  1. "ଗୁମୁଟ". ପ୍ରମେୟ ଭୁବନେଶ୍ୱର ସଂସ୍କରଣ. 7/4/2015. Archived from the original on 5 March 2016. Retrieved 30 August 2015. {{cite news}}: Check date values in: |date= (help)