ଗୁପ୍ତ ଯୁଗ

ଉଇକିପିଡ଼ିଆ ରୁ
Jump to navigation Jump to search
Icono aviso borrar.png

ଖ୍ରୀଷ୍ଟୀୟ ୪ର୍ଥରୁ ୬ଷ୍ଠ ଶତକ ଥିଲା କଳା ସଂସ୍କୃତିର ସୁବର୍ଣ୍ଣଯୁଗ, ଯାହାକୁ ଗୁପ୍ତ ଯୁଗ ବୋଲି କୁହାଯାଉଥିଲା ।କୁଶାଣ ମାନଙ୍କ ପରେ ଭାରତରେ ଏକ ନୂତନ ରାଜବଂଶର ଉତଥାନ ହୋଇଥିଲା ଯାହାକୁ ଗୁପ୍ତ ବଂଶ କୁହାଯାଉଥିଲା ।ଏହି ଗୁପ୍ତ ବଂଶର ପ୍ରତିଷ୍ଠାତା ପ୍ରଥମ ଚନ୍ଦ୍ରଗୁପ୍ତ ଥିଲେ ।ଏହି ବଂଶର ମୁଖ୍ୟ ବିଶେଷତ୍ଵ ଏହା ଥିଲାଯେ ଯେଉଁ ଗୁପ୍ତ ବଂଶର ବ୍ୟକ୍ତି ରାଜଗାଦିରେ ବସୁଥିଲେ ସେ ନିଜକୁ ବିକ୍ରମାଦିତ୍ୟ ବୋଲାଉଥିଲେ ।ପ୍ରଥମ ଚନ୍ଦ୍ରଗୁପ୍ତ,, ସମୁଦ୍ରଗୁପ୍ତ,, ଏବଂ ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କୁ ବିକ୍ରମାଦିତ୍ୟ ନାମରେ ଜଣାଯାଏ ।