ଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ଗୁଣୁପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୩,୬୪୧
ଜିଲ୍ଲା: ରାୟଗଡ଼ା
ଲୋକ ସଭା ନିର୍ବାଚନ ମଣ୍ଡଳୀ: କୋରାପୁଟ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗୁଣୁପୁର (କ୍ରମିକ ସଂଖ୍ୟା: ୧୩୮) ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଗୁଣୁପୁର (ବି), ଗୁଡାରି (ବି), ଗୁଣୁପୁର ବ୍ଳକ, ରାମନଗୁଡ଼ା ବ୍ଳକ, ପଦ୍ମପୁର ବ୍ଳକ ଗୁଡାରି ବ୍ଳକ ଓ ଚନ୍ଦ୍ରପୁର ବ୍ଳକ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପୁରୁଷୋତ୍ତମ ଗମାଙ୍ଗଙ୍କଠାରୁ ୭୩୮୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରାମମୂର୍ତ୍ତି ମୁତିକା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶିଶିର କୁମାର ଗମାଙ୍ଗଙ୍କଠାରୁ ୧୮,୭୪୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୭][୪]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ଗୁଣୁପୁର [୮]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ରାମମୂର୍ତ୍ତି ମୁତିକା ୪୧,୬୮୭ ୩୮.୬୨ -
କଂଗ୍ରେସ ଶିଶିର କୁମାର ଗମାଙ୍ଗ ୨୨,୯୩୮ ୨୧.୨୫ -
ସିପିଆଇ(ମାଲେ) ଲିବରେସନ ତ୍ରିପତି ଗମାଙ୍ଗ ୧୨,୮୯୦ ୧୧.୯୪ -
ଭାଜପା ଅଶ୍ୱିନୀ ଗମାଙ୍ଗ ୧୨,୪୪୧ ୧୧.୫୩ -
ସ୍ୱାଧୀନ ଭାରିରଥୀ ଗମାଙ୍ଗ ୫,୯୭୯ ୫.୫୪ -
ବସପା ସେନାପତି କଡ଼ର୍କା ୪,୨୭୮ ୩.୯୬ -
ସମୃଦ୍ଧ ଓଡ଼ିଶା ସତ୍ୟନାରାୟଣ ପ୍ରତିକା ୩,୯୨୬ ୩.୬୪ -
ସ୍ୱାଧୀନ ଐସନତି ଶବର ୩,୭୯୫ ୩.୫୨ -
ଭୋଟ ବ୍ୟବଧାନ ୧୮,୭୪୯ ୧୭.୩୭* -
ମତଦାନ ହାର ୧,୦୮,୮୪୧ ୬୦.୯୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର[ସମ୍ପାଦନା]

  1. "Gunupur Assembly Election 2009, Orissa". empoweringindia.org. Retrieved 21 June 2013. Constituency: Gunupur (138) District : Rayagada
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 18749
  6. "State Elections 2004 - Partywise Comparision for 80-Gunupur Constituency of ORISSA". eci.nic.in. 2006. Retrieved 21 June 2013. List Of Winning Candidates
  7. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  8. http://eci.nic.in/eci_main/StatisticalReports/AE2009/stat_OR_April2009.pdf