ଗୁଗଲ ଡୁଓ

ଉଇକିପିଡ଼ିଆ‌ରୁ
Google Duo
ଫାଇଲ:Google Duo logo.svg
ଫାଇଲ:Google Duo.png
A screenshot of Duo
ଡେଭେଲପରGoogle
ପ୍ରଥମ ରିଲିଜ୍16 ଅଗଷ୍ଟ 2016; 7 years ago (2016-୦୮-16) (US) [୧]
ବିକାଶ ଅବସ୍ଥାActive
Operating system
ଉପଲବ୍ଧ ଭାଷାEnglish
ପ୍ରକାରVideo chat mobile app
ୱେବସାଇଟduo.google.com

ଗୁଗଲ ଡୁଓ ଭିଡିଓ ମାଧ୍ୟମରେ କଥାବାର୍ତ୍ତା ହେବାର ଏକ ମୋବାଇଲ ଆପ୍ଲିକେସନ୍ , ଏହା ଗୁଗଲର ଏକ ଉତ୍ପାଦ , ଉଭୟ ଆଣ୍ଡ୍ରଏଡ଼ ଏବଂ ଆଇଓଏସରେ ଉପଲବ୍ଧ । ମଇ ୧୮ ୨୦୧୬ରେ [୨][୩] ଗୁଗଲ ଆଇ/ଓରେ ଆଲ୍ଲୋ (messaging app) ଘୋଷିତ ହେଲା । ଅଗଷ୍ଟ ୧୬ ୨୦୧୬ରେ ଡୁଓ ୟୁନାଇଟେଡ ସ୍ଟେଟ୍ସ୍ରେ ଆରମ୍ଭ ହେଲା , ଏହାର କିଛି ଦିନ ପରେ ସମଗ୍ର ବିଶ୍ୱରେ ପ୍ରଚାରିତ ହେଲା । [୪][୧][୫] ଗୁଗଲ ଡୁଓ ଦୁଇ ଦିନ ମଧ୍ୟରେ ଗୁଗଲ ପ୍ଲେରେ ମାଗଣା ଆପ୍ଲିକେସନ୍ମାନଙ୍କ ମଧ୍ୟରେ ୧ ନମ୍ବର ସ୍ଥାନ ଅଧିକାର କଲା । [୬]


ଆଧାର[ସମ୍ପାଦନା]

  1. ୧.୦ ୧.୧ Gibbs, Samuel (16 August 2016). "Duo video calling app: Google launches cross-platform answer to FaceTime". The Guardian. Guardian Media Group. Retrieved 16 August 2016.
  2. Bohn, Dieter (2016-05-18). "Google Duo makes mobile video calls fast and simple". The Verge. Retrieved 2016-05-18.
  3. "Google's Duo is another video chat service taking on Facetime, Skype". CNET. Retrieved 2016-05-18.
  4. "Meet Google Duo, a simple 1-to-1 video calling app for everyone" (in ଆମେରିକୀୟ ଇଂରାଜୀ). Retrieved 2016-08-16.
  5. "Google launches Duo, a barebones video calling app". Retrieved 2016-08-16.
  6. "Google Duo now #1 in Top Free chart, available globally". Android Police. 2016-08-19. Retrieved 2016-08-20.