Jump to content

ଗୀତାଞ୍ଜଳି ଜେ. ଆଙ୍ଗମୋ

ଉଇକିପିଡ଼ିଆ‌ରୁ
ଗୀତାଞ୍ଜଳି ଜେ. ଆଙ୍ଗମୋ
Born
ଗୀତାଞ୍ଜଳି ଜୈନ ଭଟ୍ଟାଚାର୍ଯ୍ୟ[][]

Educationଜାଭିୟର ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର (MBA)
Occupationସାମାଜିକ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍
Spouseସୋନମ ୱାଙ୍ଗଚୁକ
Honoursଓ୍ୱାମେନ୍ ଟ୍ରାନ୍ସଫର୍ମିଂ ଇଣ୍ଡିଆ (୨୦୨୨)
Websitegitanjali.in

ଗୀତାଞ୍ଜଳି ଜୈନ ଆଙ୍ଗମୋ (née ଭଟ୍ଟାଚାର୍ଯ୍ୟ ଜଣେ ଭାରତୀୟ ସାମାଜିକ ଉଦ୍ୟୋଗୀ, ଏବଂ ଶିକ୍ଷାବିତ୍, ଯିଏ ଲଦାଖ ଗରିବ ଶିକ୍ଷା ଏବଂ ଗୋଷ୍ଠୀ ବିକାଶ କ୍ଷେତ୍ରରେ କାର୍ଯ୍ୟ ପାଇଁ ଜଣାଶୁଣା ଅଟନ୍ତି । ଶିକ୍ଷା ଏବଂ ଗୋଷ୍ଠୀ ବିକାଶରେ ନିଜର ଅବଦାନ ଯୋଗୁଁ ଭାରତ ସରକାରଙ୍କ ଦ୍ୱାରା ସେ ମହିଳା ଟ୍ରାନ୍ସଫର୍ମିଂ ଇଣ୍ଡିଆ ପୁରସ୍କାର ପାଇଥିଲେ । ସେ ଲଦାଖର ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକଙ୍କୁ ବିବାହ କରିଛନ୍ତି ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଗୀତାଞ୍ଜଳି, ବାଲେଶ୍ୱରର ଏକ ପଞ୍ଜାବୀ ଜୈନ୍ୟ ଧର୍ମାବଲମ୍ବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଫକୀର ମୋହନ ବିଶ୍ୱବିଦ୍ୟାଳୟଜାଭିୟର ବିଶ୍ୱବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଛନ୍ତି ।

ସେ ଶ୍ରୀ ଅରବିନ୍ଦଙ୍କ ଦର୍ଶନ, ବେଦ ଏବଂ ଉପନିଷଦ ଅଧ୍ୟୟନ କରିଛନ୍ତି ।[] ସେ ଜଣେ ବାଲେରିନା ଏବଂ ଓଡ଼ିଶୀ ନୃତ୍ୟଶିଳ୍ପୀ, ଏବଂ କରାଟେ ଅଭ୍ୟାସକାରୀ ।[]

  1. "GITANJALI JAIN BHATTACHARJE - HELIOS BOOKS COMPANY PRIVATE LIMITED | U22210TN2008PTC069534". IndiaFilings (in ଇଂରାଜୀ). Retrieved 19 July 2026.
  2. "Gitanjali Jain Bhattacharje - Himalayan Institute Of Alternatives Ladakh - 2026 Insights". The Company Check (in Indian English). Retrieved 19 July 2026.
  3. "Wangchuk being treated as 'criminal' without any reason, alleges wife Gitanjali Angmo". The Tribune (in ଇଂରାଜୀ). Retrieved 28 September 2025.
  4. ଆଧାର ଭୁଲ: ଅଚଳ <ref> ଚିହ୍ନ; ":1" ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. "Books mean more than business". The Hindu (in Indian English). 21 March 2011. Retrieved 19 July 2026.