ଗିରିଜାକୁମାର ବଳୀୟାରସିଂହ
ଦେଖଣା
ଗିରିଜାକୁମାର ବଳୀୟାରସିଂହ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୯ ଡିସେମ୍ବର ୧୯୫୪ ନାରଗୋଦା, ଖୋର୍ଦ୍ଧା |
| ବୃତ୍ତି | କବି |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ସାହିତ୍ୟ କୃତି | ଭାରତବର୍ଷ ଚତୁର୍ଦ୍ଦଶୀର ଚନ୍ଦ୍ର |
| ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୨୦୨୫) ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୬) |
ଗିରିଜାକୁମାର ବଳୀୟାରସିଂହ ଜଣେ ଓଡ଼ିଆ କବି ଓ ସାହିତ୍ୟିକ ।[୧] କବିତା ସଙ୍କଳନ “ଭାରତ ବର୍ଷ” ପାଇଁ ସେ ୨୦୦୬ ମସିହାରେ କାବ୍ୟ କବିତା ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ ହୋଇଥିଲେ[୨] ଏବଂ ପାଦପୂରଣ କବିତା ସଂକଳନ ନିମନ୍ତେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୩] ଗିରିଜାକୁମାର ବଳୀୟାରସିଂହଙ୍କର ଏକ ପ୍ରକାଶନ ସଂସ୍ଥା ମଧ୍ୟ ରହିଛି ଯାହା ମାଧ୍ୟମରେ ସେ ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାରରେ ସମୟ ବିନିଯୋଗ କରିଥାନ୍ତି ।[୪]
୨୦୧୬ ମସିହା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଓଡ଼ିଆ ଅନୁବାଦିକା ମୋନାଲିସା ଜେନା ଇଂରାଜୀ ଭାଷାରେ ଗିରିଜାକୁମାର ବଳୀୟାରସିଂହଙ୍କ କବିତାର ଅନୁବାଦ କରିଛନ୍ତି ।
ରଚନାବଳୀ
[ସମ୍ପାଦନା]| ପୁସ୍ତକ | ପ୍ରକାଶନ ବର୍ଷ | ପ୍ରକାଶକ |
|---|---|---|
| ଭାରତବର୍ଷ | କାହାଣୀ ପବ୍ଲିକେସନ୍ସ୍ | |
| ଚାରଣଚର୍ଯ୍ୟା | କାହାଣୀ ପବ୍ଲିକେସନ୍ସ୍ | |
| ଚତୁର୍ଦ୍ଦଶୀର ଚନ୍ଦ୍ର | କାହାଣୀ ପବ୍ଲିକେସନ୍ସ୍ | |
| କ୍ରୌଞ୍ଚମିଥୁନ | କାହାଣୀ ପବ୍ଲିକେସନ୍ସ୍ | |
| ତୃଷାତର୍ପଣ | କାହାଣୀ ପବ୍ଲିକେସନ୍ସ୍ | |
| ଶୀତଶୀର୍ଷକ | କାହାଣୀ ପବ୍ଲିକେସନ୍ସ୍ | |
| କାଲିର କବିତା | ||
| ଉତ୍ତର ମେଘ | କାହାଣୀ ପବ୍ଲିକେସନ୍ସ୍ | |
| ନୀଳ ନିର୍ବାଣ | କାହାଣୀ ପବ୍ଲିକେସନ୍ସ୍ | |
| ଡାଇରୀର ଶାଇରୀ | ||
| ପାଦପୂରଣ | ||
| ନିର୍ବାସିତ କବିତା | ||
| ଚର୍ଯାଚୟନ | ||
| କାବ୍ୟପୁରୁଷ | ||
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୨୫ ("ପାଦପୂରଣ" ପାଇଁ)
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୬ (“ଭାରତ ବର୍ଷ” ପାଇଁ)[୬]
- ଝଙ୍କାର ପୁରସ୍କାର (କବିତା), ୨୦୦୮[୭](ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
- ରତ୍ନମଣି ସ୍ମୃତି ସମ୍ମାନ, ୨୦୨୧[୮] (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ କବିତା ସମ୍ମାନ)
- ଗଙ୍ଗାଧର ମେହେର କବିତା ସମ୍ମାନ, ୨୦୦୫ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ କବିତା ସମ୍ମାନ)
ଆଧାର
[ସମ୍ପାଦନା]- ↑ Jatindra Mohan Mohanty (2006). History of Oriya Literature. Vidya. ISBN 978-81-903438-0-0.
- ↑ "Odisha Sahitya Akademi". odishasahityaakademi.org. Retrieved 2019-02-21.
- ↑ Nayak, Pragyan Nibedita (2026-03-16). "କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ କବି ଗିରିଜା ବଳିୟାରସିଂ..." Sambad. Retrieved 2026-03-16.
- ↑ "ଗିରିଜା=https://web.archive.org/web/20190303013918/http://www.odiasahitya.com/members/memberprofile/". Archived from the original on 2019-03-03. Retrieved 2019-02-20.
{{cite web}}: External link in(help)|title= - ↑ "ସାକ୍ଷାତକାର : ଶେଷ ରବିବାର". No. ସମ୍ବାଦ ୨୫ ଅକ୍ଟୋବର ୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡିଆ. Retrieved 25 October 2020.
- ↑ "ODISHA SAHITYA ACADEMY AWARDED BOOKS AND WRITERS" (PDF). www.magazines.odisha.gov.in/. ଓଡ଼ିଶା ସରକାର. Archived (PDF) from the original on 25 October 2020. Retrieved 25 October 2020.
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୬ ମାର୍ଚ୍ଚ ୨୦୨୨.
{{cite web}}: Check date values in:|accessdate=(help) - ↑ "ପ୍ରିୟତମାର କବି ଫନୀ ମହାନ୍ତି ପାଇବେ ଫକୀରମୋହନ ସାହିତ୍ୟଶ୍ରୀ ସମ୍ମାନ". Indo Kaling Times. Archived from the original on 6 March 2022. Retrieved 6 March 2022.