ଗିନି ରୋମେଟି
ଗିନି ରୋମେଟି | |
---|---|
![]() Rometty at the 2011 Fortune Most Powerful Women Summit | |
ଜନ୍ମ | ୨୯ ଜୁଲାଇ ୧୯୫୭ Chicago, Illinois, United States |
ଜାତୀୟତା | American |
ଶିକ୍ଷା | Northwestern University (B.S.) |
ବୃତ୍ତି(s) | Chairwoman, President and CEO of IBM |
ପୂର୍ବ ଅଧିକାରୀ | Samuel J. Palmisano |
ଭର୍ଜିନିଆ ମେରୀ ଗିନି ରୋମେଟି(ଜନ୍ମ ଜୁଲାଇ ୨୯,୧୯୫୭)[୪][୫] ହେଉଛନ୍ତି ଜଣେ ଆମେରିକୀୟ ବ୍ୟବସାୟୀ।ସେ ଆଈ.ବି.ଏମ(IBM) କମ୍ପାନୀର ଏବେକାର ମୁଖ୍ୟ ସଭାପତି ଓ ପରିଚାଳକ।ଏହି କମ୍ପାନୀକୁ ଅଧିନୟ କରିଥିବା ସେ ପ୍ରଥମ ମହିଳା[୬] ।ସେ ଜାନୁଆରୀ ୨୦୧୨ରେ ମୁଖ୍ୟ ପରିଚାଳକ ପଦବୀ ଗ୍ରହଣ କରିଥିଲେ,ଓ ୟା ପୂର୍ବରୁ ସେ ଆଈ.ବି.ଏମ କମ୍ପାନୀର ଉପସଭାପତି ଏବଂ ବ୍ୟବସାୟ ପରିଚାଳନା ବିଭାଗର ମୁଖ୍ୟ ରୂପେ କାମ କରି ସାରିଥିଲେ।ସେ ୧୯୮୧ରେ ଡ଼େର୍ଟୋଏଟସ୍ଥିତ ଆଈ.ବି.ଏମରେ ଏକ ପ୍ରଣାଳୀ ଯନ୍ତ୍ରୀ ରୂପେ ପ୍ରଥମ ଥର ପାଇଁ ଯୋଗ ଦେଇଥିଲେ।
ଫୋରଚୁନ ମଗାଜିନ୍ର "ଶକ୍ତିଶାଳୀ ୫୦ ମହିଳା" ପାହ୍ୟାରେ ଲଗାତାର ୧୦ ବର୍ଷ ଯାଏ ରହିଥିଲେ ଏବଂ ସେ ୨୦୧୨[୭],୨୦୧୩,୨୦୧୪[୮] ମସିହାରେ ପ୍ରଥମ ସ୍ଥାନରେ ରହିଥିଲେ।ଏହି ପରି ତାଙ୍କୁ ବହୁତ ଅନୁଷ୍ଠାନ[୯][୧୦][୧୧]ରୁ ପୁରସ୍କାର ଓ ସମ୍ମାନ,ଓ ତିରସ୍କାର[୧୨][୧୩][୧୪] ମଧ୍ୟ ମିଳିଅଛି।
ବାଲ୍ୟ ଜୀବନ ଓ ପାଠପଢ଼ା[ସମ୍ପାଦନା]
ରୋମେଟି ରବର୍ଟ ଆର.ମେକ୍ରୋମିକ୍ ଯାନ୍ତ୍ରିକ ଅଭିକଳ୍ପ[୧୫] ଏବଂ ପ୍ରୟୋଗାତ୍ମକ ବିଜ୍ଞାନ ମହାବିଦ୍ୟାଳୟରୁ ୧୯୭୯ ମସିହାରେ କମ୍ପ୍ୟୁଟର ବିଜ୍ଞାନରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ସ୍ନାତକ ହାସଲ କରିଥିଲେ।ରୋମେଟି କାପା କାପା ଗାମା ଷୋରୋରିଟିର ମୁଖ୍ୟ ରୂପରେ ମଧ୍ୟ କାର୍ଯ୍ୟ ନିର୍ବାହ କରି ସାରିଥିଲେ।.[୧୬]
ବୃତ୍ତି[ସମ୍ପାଦନା]
୧୯୭୯ ମସିହାରେ ତାଙ୍କ ସ୍ନାତକ ସାରି ସେ ୧୯୮୧ରେ "ଜେନେରାଲ ମୋଟର" ଅନୁଷ୍ଠାନରେ କାମ କରିବାକୁ ପଳେଇଲେ।ପରେ ସେ IBMରେ ପ୍ରଣାଳୀ ଯନ୍ତ୍ରୀ ରୂପେ ଯୋଗ ଦେଇଥିଲେ।ସେ IBMର ପରାମର୍ଶକାରି ଦଳରେ ୧୯୯୧ରେ ଯୋଗ ଦେଇଥିଲେ [୧୭]।ସେ ପ୍ରାଇସ ୱାଟର ହାଉଶ୍ କୁପର୍କୁ ୩.୫ ମିଲିଅନରେ ପରେ କିଣି ଏକ ବିଜୟ ପଦକ୍ଷପ ନେଇଥିଲେ।[୧୮]
ବ୍ୟକ୍ତିଗତ ଜୀବନ[ସମ୍ପାଦନା]
ରୋମ୍ବଟି ବାମ ତେଲ କମ୍ପାନୀର ମୁଖ୍ୟ ଅନୁସନ୍ଧାନ କାରି ମାର୍କ ଏନ୍ଥୋନି ରୋମେଟି ଙ୍କୁ ବିବାହ କରିଥିଲେ ।ତାଙ୍କର କୌଣସି ସନ୍ତାନ ନାହିଁ।[୧୯]
ଆଧାର[ସମ୍ପାଦନା]
- ↑ "Virginia Rometty". prezi.com. Retrieved 16 July 2014.
- ↑ Waters, Richard. "More than a big smile on Big Blue's face". October 28, 2011. Financial Times. Retrieved 16 July 2014.
- ↑ http://www.businessinsider.com/ibm-paid-rometty-193-million-in-2014-2015-3?IR=T
- ↑ Aluise, Susan J. (May 10, 2012). "America's 10 Most Powerful Female CEOs". InvestorPlace. Retrieved 10 July 2014.
- ↑ Barnett, Megan (November 14, 2011). "Buffett goes big in Big Blue". Fortune. Retrieved 10 July 2014.
- ↑ "IBM Names Rometty to Succeed Palmisano as First Female CEO". Bloomberg BusinessWeek. 25 October 2011. Retrieved 25 October 2011.[permanent dead link]
- ↑ "Ginni Rometty". Fortune. 20 September 2012. Retrieved 20 September 2012.
- ↑ "Ginni Rometty". Fortune.
- ↑ Forbes magazine's "World's 100 Most Powerful People" in 2014."The world's 100 most powerful". Forbes.
- ↑ Time 100 in 2012,Mayer, Marissa (18 April 2012). "The 100 Most Influential People in the World". Time. Retrieved 18 April 2012.
- ↑ 50 Most Influential list of Bloomberg Markets magazine in September 2012
- ↑ "CEO's who have to go". 24/7 Wall Street.
- ↑ "Fortune Magazine". Gets a Raise Despite Tumbling Stock Price.
- ↑ "Business Insider".
- ↑ "NU appoints 5 new members to Board of Trustees". Northwestern University. June 25, 2010. Archived from the original on March 30, 2012. Retrieved 2011-10-26.
- ↑ Hempel, Jessi (8 October 2012). "IBM's Ginni Rometty looks ahead". Fortune.
- ↑ "IBM Names Virginia Rometty as First Female CEO". Wired. October 25, 2011. Retrieved 2011-10-26.
- ↑ "I.B.M. Names Virginia Rometty as New Chief Executive". The New York Times. October 25, 2011. Retrieved 2011-10-26.
- ↑ Stewart, James B. (5 November 2011). "A C.E.O.'s Support System, a k a Husband". The New York Times. Retrieved 3 May 2013.