Jump to content

ଗରିମା ବିକ୍ରାନ୍ତ ସିଂହ

ଉଇକିପିଡ଼ିଆ‌ରୁ
ଗରିମା ବିକ୍ରାନ୍ତ ସିଂହ
ଜନ୍ମ
ଗରିମା ଶ୍ରୀବାସ୍ତବ

(1979-04-27)୨୭ ଅପ୍ରେଲ ୧୯୭୯
ବୃତ୍ତିସମୂହ
  • ଅଭିନେତ୍ରୀ
  • ମଡେଲ୍
  • ନର୍ତ୍ତକୀ
ସକ୍ରିୟ ବର୍ଷ୨୦୦୭–ଏବେଯାଏଁ
ପ୍ରସିଦ୍ଧି
  • ଇସ୍କ କା ରଙ୍ଗ ସଫେଦ
  • ନିମ୍‌କି ମୁଖିୟା
ବୈବାହିକ-ସାଥୀ(s)ଯୋଗେଶ ବିକ୍ରମ ସିଂହ
(ବିବାହ: ୨୬ ଫେବୃଆରୀ ୨୦୦୧)
ସନ୍ତାନବୀର ବିକ୍ରମ ସିଂହ
ପିତାମାତାମଞ୍ଜୁ ଶ୍ରୀବାସ୍ତବ, ଯୋଗେନ୍ଦ୍ର ପ୍ରସାଦ ଶ୍ରୀବାସ୍ତବ

ଗରିମା ବିକ୍ରାନ୍ତ ସିଂହ (ଜନ୍ମ ନାମ: ଗରିମା ଶ୍ରୀବାସ୍ତବ; ଜନ୍ମ: ୨୭ ଅପ୍ରେଲ ୧୯୭୯) ଜଣେ ଭାରତୀୟ ଅଭିନେତ୍ରୀ, ମଡେଲ୍ ଓ ନର୍ତ୍ତକୀ । ଲାଇଫ୍ ଓକେ ଟିଭିରେ ପ୍ରସାରିତ ଧାରାବାହିକ ଗୁସ୍ତଖ ଦିଲ୍ରେ ସରସ୍ୱତୀ ଭୂମିକାରେ ଅଭିନୟ ପାଇଁ ସେ ଜଣାଶୁଣା ।[] ସେ ଛୋଟି ବହୁ ସିଜିନ୍ ୨ (ଜୀ ଟିଭି), ଫିର୍ ସୁବାହ ହୋଗି (ଜୀ ଟିଭି), ରହେ ତେରା ଆଶୀର୍ବାଦ (କଲର୍ସ ଟିଭି), ଚାନ୍ଦ କେ ପାର ଚଲୋ (ଇମାଜିନ ଟିଭି) ଓ ପରିବାର (ଜୀ ଟିଭି) ଭଳି ଧାରାବାହିକରେ ଅଭିନୟ ପାଇଁ ସେ ଜଣାଶୁଣା । ୨୦୦୮ ମସିହାରେ ରାଜକୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶିତ କଥାଚିତ୍ର ହାଲ୍ଲା ବୋଲରେ ଅଭିନୟ କରିଥିଲେ । ନିମକି ମୁଖିୟା ଧାରାବାହିକରେ, ସେ ଜଣେ ବିହାରୀ ମହିଳା ଭୂମିକାରେ ଅଭିନୟ କରିଥିଲେ ।[][]

ଟେଲିଭିଜନ

[ସମ୍ପାଦନା]
ବର୍ଷ କାର୍ଯ୍ୟକ୍ରମ/ଧାରାବାହିକ ଭୂମିକା ଆଧାର
୨୦୦୫ ସିଆଇଡି ଅଧ୍ୟାୟଗତ ଭୂମିକା
୨୦୦୭–୨୦୦୮ ପରିବାର
୨୦୦୮–୨୦୦୯ ରହେ ତେରା ଆଶୀର୍ବାଦ ଗୁରୁ ମାତା
ଚାନ୍ଦ କେ ପାର ଚଲୋ ଅନିଶାଙ୍କ ମାଆ
୨୦୧୧–୨୦୧୨ ଛୋଟି ବହୁ ରାଧିକାଙ୍କ ସାଧବ ମାଆ
୨୦୧୨–୨୦୧୩ ଫିର ସୁବାହ ହୋଗି ଗରିମା ଶ୍ରୀବାସ୍ତବ
୨୦୧୩–୨୦୧୪ ଗୁସ୍ତାଖ ଦିଲ୍ ସରସ୍ୱତୀ
୨୦୧୫–୨୦୧୬ ଇସ୍କ କା ରଙ୍ଗ ସଫେଦ ଦୁଲାରୀ []
୨୦୧୭–୨୦୧୮ ନିମକି ମୁଖିୟା ଅନାରୋ [][][]
୨୦୧୯ ନଜର ପାନା ସଚଦେବ [][]
୨୦୧୯–୨୦୨୦ ୟେ ଯାଦୁ ହୈ ଜିନ୍ କା! ସଲମା ଜାନେସର [୧୦][୧୧]
୨୦୨୦–୨୦୨୧ ନମକ ଇସ୍କ କା ସରୋଜ ରାଜପୁତ
୨୦୨୪ ପୁକାର – ଦିଲ୍ ସେ ଦିଲ୍ ତକ୍ ମୟୁରୀ ରାଠୀ
୨୦୨୫ ଗ୍ରାମ ଚିକିତ୍ସାଲୟ ଇନ୍ଦୁ

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୦୮ ହାଲ୍ଲା ବୋଲ ଲେଡି ମିନିଷ୍ଟର
  1. "Payal Rajput & Garima Shrivastav in Gustakh Dil". The Times of India. 10 July 2013.
  2. "Garima Vikrant Singh joins 'Nimki Mukhiya'". The Times of India. Archived from the original on 5 September 2017. Retrieved 3 September 2017.
  3. "Garima Vikrant Singh enjoys playing Bihari woman". The Times of India. Archived from the original on 15 September 2017. Retrieved 3 September 2017.
  4. "Garima Vikrant Singh roped in for Ishq Ka Rang Safed!". India Forums. 14 July 2015. Retrieved 9 October 2020.
  5. "Garima Vikrant Singh enjoys playing Bihari woman". The Statesman. 1 September 2017. Retrieved 9 October 2020.
  6. "Find out Garima's inspiration for "Nimki Mukhiya"". TellyChakkar. 9 February 2018. Retrieved 9 October 2020.[permanent dead link]
  7. "Garima Vikrant Singh aka Anaro quits Nimki Mukhiya; here's why". The Times of India. 1 August 2018. Retrieved 9 October 2020.
  8. "You never know I might turn out to be one more dayan in Nazar: Garima Vikrant Singh". IWMBuzz. 8 February 2019. Retrieved 6 October 2020.
  9. "'निमकी मुखिया' की अभिनेत्री गरिमा अब 'नजर' में दिखेंगी, पन्ना का निभाएंगी किरदार". Zee News (in Hindi). 1 February 2019. Retrieved 6 October 2020.{{cite news}}: CS1 maint: unrecognized language (link)
  10. "Garima Vikrant Singh joins the cast of Star Plus' Yehh Jadu Hai Jinn". IWMBuzz. 26 September 2019. Retrieved 6 October 2020.
  11. "Nazar fame Garima Vikrant Singh Joins Gul Khan's Yeh Jadu Hai Jinn Ka". India Forums. 26 September 2019. Retrieved 6 October 2020.

ବାହାର ଲିଙ୍କ୍

[ସମ୍ପାଦନା]