Jump to content

ଗଡିଜଙ୍ଗ

ଉଇକିପିଡ଼ିଆ‌ରୁ
ଗଡିଜଙ୍ଗ
ଗାଁ
ରାଜ୍ୟଓଡ଼ିଶା
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୫୪୧୩୪
Area code+୦୬୭୧
ଯାନବାହାନ ପଞ୍ଚୀକରଣOR/

ଗଡିଜଙ୍ଗ ଓଡ଼ିଶାର କଟକ ଜିଲ୍ଲାରେ ଥିବା ଏକ ଗ୍ରାମ।

ଭୌଗଳିକ ଅବସ୍ଥିତି ଓ ଜଳବାୟୁ

[ସମ୍ପାଦନା]

ଏହା କଟକଠାରୁ ପ୍ରାୟ ୪୫ କି.ମି. ଦୂରରେ ଅବସ୍ଥିତ । କଟକକେନ୍ଦ୍ରାପଡ଼ାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ କଡ଼ରେ ଏହା ଅବସ୍ଥିତ ।

ଦେବଦେବୀ ଓ ମନ୍ଦିର

[ସମ୍ପାଦନା]

ଏହି ଗ୍ରାମରେ ଶିବମନ୍ଦିର ଅଛି ।

ସୁବିଧା ସୁଯୋଗ

[ସମ୍ପାଦନା]

ଗୋଟିଏ ସରକାରୀ ଉଚ୍ଚବିଦ୍ୟାଳୟ, ଅନେକ ଗୁଡିଏ ଛୋଟ ବଡ଼ ଶିକ୍ଷାନୁଷ୍ଠାନ ଅଛି ।

ଜୀବନ ଜୀବିକା

[ସମ୍ପାଦନା]

ଏଠାରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି ।

ପ୍ରସିଦ୍ଧି

[ସମ୍ପାଦନା]

ପ୍ରଥମ ଓଡ଼ିଆ କଲେକ୍ଟର ଦୟାନିଧି ଦାସ ତଥା ତାଙ୍କ ନାତି ଜଷ୍ଟିସ୍‌ ଯତୀନ୍ଦ୍ର ପ୍ରସାଦ ଦାସ ଏହି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।[]

  1. National Informatics Centre (NIC, Orissa). "Former Judge | Orissa High Court, Cuttack". orissahighcourt.nic.in (in ଇଂରାଜୀ). Retrieved 2025-02-05.

ଖବରରେ ଗଡିଜଙ୍ଗ

[ସମ୍ପାଦନା]
  1. http://sarbasadharana.com/?p=5866[permanent dead link]