ଗଡିଜଙ୍ଗ

ଉଇକିପିଡ଼ିଆ ରୁ
Jump to navigation Jump to search
ଗଡିଜଙ୍ଗ
ଗାଁ
ଗଡିଜଙ୍ଗ is located in ଓଡ଼ିଶା
ଗଡିଜଙ୍ଗ
ଗଡିଜଙ୍ଗ
ଓଡ଼ିଶାରେ ଅବସ୍ଥାନ
ଅବସ୍ଥିତି: 20°28′52.32″N 86°7′3.82″E / 20.4812000°N 86.1177278°E / 20.4812000; 86.1177278
ରାଜ୍ୟଓଡ଼ିଶା
ଭାଷାଓଡ଼ିଆ, ଇଂରାଜୀ
IST (+୫.୩୦)
ପିନ କୋଡ଼୭୫୪୧୩୪
Area code(s)+୦୬୭୧
ଗାଡ଼ି ପଞ୍ଜିକରଣOR/

ଗଡିଜଙ୍ଗ ଓଡ଼ିଶାର କଟକ ଜିଲ୍ଲାରେ ଥିବା ଏକ ଗ୍ରାମ।

ଭୌଗଳିକ ଅବସ୍ଥିତି ଓ ଜଳବାୟୁ[ସମ୍ପାଦନା]

ଏହା କଟକଠାରୁ ପ୍ରାୟ ୪୫ କି.ମି. ଦୂରରେ ଅବସ୍ଥିତ । କଟକକେନ୍ଦ୍ରାପଡ଼ାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ କଡ଼ରେ ଏହା ଅବସ୍ଥିତ ।

ଦେବଦେବୀ ଓ ମନ୍ଦିର[ସମ୍ପାଦନା]

ଏହି ଗ୍ରାମରେ ଶିବମନ୍ଦିର ଅଛି ।

ସୁବିଧା ସୁଯୋଗ[ସମ୍ପାଦନା]

ଗୋଟିଏ ସରକାରୀ ଉଚ୍ଚବିଦ୍ୟାଳୟ, ଅନେକ ଗୁଡିଏ ଛୋଟ ବଡ଼ ଶିକ୍ଷାନୁଷ୍ଠାନ ଅଛି ।

ଜୀବନ ଜୀବିକା[ସମ୍ପାଦନା]

ଏଠାରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି ।

ଆଧାର[ସମ୍ପାଦନା]

ଖବରରେ ଗଡିଜଙ୍ଗ[ସମ୍ପାଦନା]

  1. http://sarbasadharana.com/?p=5866