Jump to content

ଗଜେନ୍ଦ୍ର ପଟେଲ

ଉଇକିପିଡ଼ିଆ‌ରୁ
ଗଜେନ୍ଦ୍ର ସିଂହ ପଟେଲ
ସାଂସଦ: ୧୭ଶ୧୮ଶ ଲୋକ ସଭା
Assumed office
୨୩ ମଇ ୨୦୧୯
ପୂର୍ବ ଅଧିକାରୀସୁଭାଷ ପଟେଲ
ନିର୍ବାଚନ ମଣ୍ଡଳୀଖାରଗୋନେ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1975-02-16) ୧୬ ଫେବୃଆରୀ ୧୯୭୫ (ବୟସ ୫୦)
ବରୱାନି, ମଧ୍ୟ ପ୍ରଦେଶ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀବାସନ୍ତି ପଟେଲ
ବୋଉସୁଶିଲା ବାଇ ପଟେଲ
ବାପାଉମରାଓ ସିଂହ ପଟେଲ
ଶିକ୍ଷାବିଏ
ଏଲ୍‌ଏଲ୍.ବି.
ଶିକ୍ଷାନୁଷ୍ଠାନଗଭର୍ଣ୍ଣମେଣ୍ଟ କଲେଜ, ବରୱାନି
ଇନ୍ଦୋର ଖ୍ରୀଷ୍ଟିଆନ କଲେଜ, ଇନ୍ଦୋର
ପେଷାବ୍ୟବସାୟୀ
କୃଷକ

ଗଜେନ୍ଦ୍ର ସିଂ ପଟେଲ (ଜନ୍ମ: ୧୭ ଫେବୃଆରୀ ୧୯୭୫; Hindi pronunciation: [gəd͡ʒeːn̪d̪ɾə sɪŋgʱ pəʈeːl]) ଜଣେ ଭାରତୀୟ ରାଜନେତା । ୨୦୧୯ ଓ ୨୦୨୪ ମସିହାର ଭାରତୀୟ ସାଧାରଣ ନିର୍ବାଚନରେ ସେ ମଧ୍ୟ ପ୍ରଦେଶର ଖାରଗୋନେ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୭ଶ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[][][]

  1. "Khargone Election Results 2019 Live Updates: Gajendra Umrao Singh Patel of BJP wins". News 18. 23 May 2019. Retrieved 24 May 2019.
  2. "Khargone (Madhya Pradesh) Election 2019: BJP fields Gajendra Patel against Congress' Govind Muzaalda". Times Now News. 17 May 2019. Retrieved 17 March 2020.
  3. "KHARGONE Lok Sabha Election Results 2019 LIVE Updates: BJP's Gajendra Patel wins". The Indian Express. 24 May 2019. Retrieved 17 March 2020.

ବାହାର ଲିଙ୍କ୍

[ସମ୍ପାଦନା]