ଗଛ

ଉଇକିପିଡ଼ିଆ ରୁ
Jump to navigation Jump to search

ଉଦ୍ଭିଦ୍ଦ୍ ବିଜ୍ଞାନ ରେ, ଗଛ ଗୋଟିଏ ଚିର ସବୁଜ ଉଦ୍ଭିଦ ଅଟେ | ଏହାର ଗନ୍ଡି, ଜାହା କି ବ୍ରୁକ୍ଷ୍ୟକୁ ଠିଆ କରି ରଖିବାରେ ସାହାଜ୍ୟ କରେ | ଗଛ ମୋଟା କିମ୍ବା ପତଳା ହେଇପାରେ | ଜଣାଥିବା ତଥ୍ୟ ଅନୁସାରେ କୋଷ୍ଟ ରେଡଉଡ୍ରେ ନାମିତ ହାଇପେରିଅନ୍ ୧୧୫.୬ମି (୩୭୯ ଫୁଟ୍) ଉଚ୍ଚା ଅଟେ | ଗଛର ଉପସ୍ଥିତି ୩୭ କୋଟି ବର୍ଷ ହେଲା ଅଛନ୍ତି | ଆକଳନରୁ ଏହା ଜଣାଜାଏ ଜେ ପୃଥିବୀରେ ୩ ଟ୍ରିଲିୟନ୍ ଗଛ ଅଛି |


ଆଧାର[ସମ୍ପାଦନା]