ଖୋଳ ହି -ରଇତାନ ବନ୍ୟପ୍ରାଣୀ ଅଭୟାରଣ୍ୟ

ଉଇକିପିଡ଼ିଆ ରୁ
Jump to navigation Jump to search
ଖୋଳ ହି -ରଇତାନ ବନ୍ୟାପ୍ରାଣୀ ଅଭୟାରଣ୍ୟ

खौल ही-राइतान वन्यजीव अभयारण्य
Wildlife Sanctuary
Countryଭାରତ
ସରକାର
 • ପରିଚାଳନାHaryana Forest Department
ସମୟ ମଣ୍ଡଳUTC+5:30 (IST)
ୱେବସାଇଟwww.haryanaforest.gov.in

ଖୋଳ ହି -ରଇତାନ ବନ୍ୟାପ୍ରାଣୀ ଅଭୟାରଣ୍ୟ (Hindi: खौल ही-राइतान वन्यजीव अभयारण्य)ଭାରତୀୟ ରାଜ୍ୟ ହରିୟଣାର ପଞ୍ଚକୁଲା ଜିଲ୍ଲାରେ ଅବସ୍ଥିତ । ଏହା ପଞ୍ଚକୁଲା ସହର ଠାରୁ 0.5 କିଲୋମିଟର ଦୂରରେ ମାୟଣୀ ରୋଡଠାରେ ଅବସ୍ଥିତ । ବୀର ଶିକାରଗଡ ଅଭୟାରଣ୍ୟ ଠାରୁ ଏହାର ଦୂରତା ମାତ୍ର 3 କିଲୋମିଟର । .[୧][୨]

ଇତିହାସ [ସମ୍ପାଦନା]

ହରିୟଣା ସରକାରଙ୍କ ଜଙ୍ଗଲ ବିଭାଗ ଏହାକୁ ବନ୍ୟ ପ୍ରାଣୀ ଅଭୟାରଣ୍ୟ ଭାବରେ 2004 ମସିହା ଡିସେମ୍ବର ମାସରେ ଘୋଷଣା କରିଥିଲେ । .[୧]

ଆୟତନ [ସମ୍ପାଦନା]

ଏହାର ଆୟତନ 4883 ହେକ୍ଟର ଓ ଏହା ଚତୁର୍ପାର୍ଶ୍ୱରେ ଆହୁରି 1320 ହେକ୍ଟରର ଜୈବ ସଚେତନ ଅଞ୍ଚଳ ରହିଛି । [୧][୨]

କାଳେଷାରଠାରେ ଏସୀୟ ହାତୀ 

ବନ୍ୟପ୍ରାଣୀ [ସମ୍ପାଦନା]

ଏହି ଅଞ୍ଚଳରେ ଥିବା ଅନ୍ୟ ଅଭୟାରଣ୍ୟ ପରି ଏଠାରେ ମଧ୍ୟ ବିଭିନ୍ନ ବନ୍ୟ ପ୍ରାଣୀ ଦେଖା ଯାଇଥାନ୍ତି । .[୨]

ନିକଟସ୍ଥ ଆକର୍ଷଣ ସମୂହ [ସମ୍ପାଦନା]

  • କାଳେଷାର ଜାତୀୟ ପାର୍କ - ଯମୁନା ନଗର ଠାରୁ 15 କିଲୋମିଟର ଦୂରରେ 
  • ବୀର ଶିକାରଗଡ ବନ୍ୟ ପ୍ରାଣୀ ଅଭୟାରଣ୍ୟ - ପିଞ୍ଜୋରେ ଠାରୁ 8 କିଲୋମିଟର ଦୂର ରେ 

ପୁନଶ୍ଚ ଦେଖଣା [ସମ୍ପାଦନା]

  • List of National Parks & Wildlife Sanctuaries of Haryana, India
  • Haryana Tourism
  • List of Monuments of National Importance in Haryana
  • List of State Protected Monuments in Haryana
  • List of Indus Valley Civilization sites in Haryana, Punjab, Rajasthan, Gujarat, India & Pakistan

ଆଧାର ସମୂହ [ସମ୍ପାଦନା]