ଖଲ୍ଲିକୋଟ ବରିଡ଼ା
ଦେଖଣା
ଖଲ୍ଲିକୋଟ ବରିଡ଼ା | |
|---|---|
ଗାଁ | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ଗଞ୍ଜାମ |
| ପଞ୍ଚାୟତ ସମିତି | ବେଗୁନିଆପଡ଼ା |
| ଗ୍ରାମ ପଞ୍ଚାୟତ | ଖଲ୍ଲିକୋଟ ବରିଡ଼ା |
| ଭାଷା | ଓଡ଼ିଆ, ଇଂରାଜୀ |
| Time zone | IST (+୫.୩୦) |
| ଡାକ କୋଡ଼ | ୭୬୧ ୦୩୧[୧] |
| Area code | +୦୬୮୧୦ |
| ଯାନବାହାନ ପଞ୍ଚୀକରଣ | OR/07 |
ଖଲ୍ଲିକୋଟ ବରିଡ଼ା ଗାଁ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୋଦଳା ଥାନା ଅଧୀନରେ ଥିବା ଏକ ଗାଆଁ ।
ଗମନାଗମନ
[ସମ୍ପାଦନା]ଏହା ବେଗୁନିଆପଡ଼ା ନିକଟରେ ଅବସ୍ଥିତ । ଏହା ଛତ୍ରପୁରଠାରୁ ୭୦ କି.ମି. ଦୂରରେ ଅବସ୍ଥିତ ।
ବିଶେଷତା
[ସମ୍ପାଦନା]ଏଠାରେ ଖରଖରି ନାମରେ ଏକ ଛୋଟ ନଈ ବହି ଯାଇଛି ।
ଶିକ୍ଷା
[ସମ୍ପାଦନା]ବିଦ୍ୟାଳୟ
[ସମ୍ପାଦନା]ଏହି ଗାଁରେ ଗୋଟିଏ ପ୍ରାଥମିକ, ଗୋଟିଏ ମାଧ୍ୟମିକ ଓ ଗୋଟିଏ ଉଚ୍ଚବିଦ୍ୟାଳୟ ଅଛି ।
ଅନ୍ୟାନ୍ୟ
[ସମ୍ପାଦନା]ପର୍ଯ୍ୟଟନ
[ସମ୍ପାଦନା]ଏହି ଗାଆଁରେ ପୂରାତନ ଅମରେଶ୍ୱର ଶିବ ମନ୍ଦିର ଓ ଜଗନ୍ନାଥ ମନ୍ଦିର, ଅଛି । ଏଠାରେ ପ୍ରତିବର୍ଷ ଶିବ ରାତ୍ରି ଓ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ ।
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]| ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |