ଖଣ୍ଡିତର

ଉଇକିପିଡ଼ିଆ ରୁ
Jump to navigation Jump to search

ଖଣ୍ଡିତର ଗ୍ରାମ ଯାଜପୁର ଜିଲ୍ଲାରେ ଅବସ୍ଥିତ । ୫ ନଂ ଜାତୀୟ ରାଜପଥକୁ ଖରସ୍ରୋତା ନଦୀ ଯେଉଁଠାରେ ଦୁଇଭାଗ କରିଛି (ପ୍ରାୟତଃ କଟକ ଠାରୁ ଯାଜପୁର ଯିବା ରାସ୍ତା, ୫ ନମ୍ବର ଜାତୀୟ ରାଜପଥରେ ୬୦ କି ମି ଗଲାପରେ); ଏହି ଗ୍ରାମଟି ଯାତ୍ରୀଙ୍କ ଦୃଷ୍ଟି ଗୋଚର ହୋଇଥାଏ | ଗ୍ରାମଦେବତୀ ମା ମଂଗଳାଙ୍କ ଅଶେଷ କରୁଣାରୁ ଏହା ଏକ ଶାନ୍ତ, ସମୃଦ୍ଧ ଏବଂ ଶିକ୍ଷିତ ଗ୍ରାମ ଭାବେ ବେଶ୍ ଜଣାଶୁଣା |